ରେଳ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ବାଇକ୍ ଓ ମୋବାଇଲ୍‌ ଚୋରି

ବନ୍ଧମୁଣ୍ଡାରେ କାର୍ଯ୍ୟରତ ରେଳ କର୍ମଚାରୀ ଶିବଚରଣ ଲୋହାର ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୦ଟାରେ ଡ୍ୟୁଟି ସାରି ଘରକୁ ଫେରୁଥିବାବେଳେ ଭିଜାଡିହି ନାଳ ନିକଟରେ ଦୁଇଜଣ ଡକାୟତ ତାଙ୍କୁ ଅଟକାଇ ଥିଲେ। ଏହା ପରେ ଦୁଇ ଡକାୟତ ଶିବଚରଣଙ୍କ ଜୋତାର ଫିତା ଖୋଲି, ସେହି ଫିତାରେ ତାଙ୍କ ହାତଗୋଡ଼କୁ ବାନ୍ଧି ଦେଇଥିଲେ।

ସ୍ବାମୀ ହତ୍ୟାକାରୀ ସ୍ତ୍ରୀ ସହ ଝିଅ ଗିରଫ

ବିଶ୍ରା: ବିଶ୍ରା ଥାନା ଅଧୀନସ୍ଥ ବାଙ୍ଗୁରକେଲାରୁ ଭିଜାଡିହି ଯାଇଥିବା ନାଳ ନିକଟରେ ଶୁକ୍ରବାର ରାତିରେ ଡକାୟତମାନେ ଜଣେ ରେଳ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ତାଙ୍କ ବାଇକ୍ ଓ ମୋବାଇଲ୍ ଲୁଟି ନେଇଛନ୍ତି। ବନ୍ଧମୁଣ୍ଡାରେ କାର୍ଯ୍ୟରତ ରେଳ କର୍ମଚାରୀ ଶିବଚରଣ ଲୋହାର ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୦ଟାରେ ଡ୍ୟୁଟି ସାରି ଘରକୁ ଫେରୁଥିବାବେଳେ ଭିଜାଡିହି ନାଳ ନିକଟରେ ଦୁଇଜଣ ଡକାୟତ ତାଙ୍କୁ ଅଟକାଇ ଥିଲେ। ଏହା ପରେ ଦୁଇ ଡକାୟତ ଶିବଚରଣଙ୍କ ଜୋତାର ଫିତା ଖୋଲି, ସେହି ଫିତାରେ ତାଙ୍କ ହାତଗୋଡ଼କୁ ବାନ୍ଧି ଦେଇଥିଲେ।

ବିଶ୍ରା ଥାନା ଅଧୀନସ୍ଥ ବାଙ୍ଗୁରକେଲାରୁ ଭିଜାଡିହି ଯାଇଥିବା ନାଳ ନିକଟରେ ଶୁକ୍ରବାର ରାତିରେ ଡକାୟତମାନେ ଜଣେ ରେଳ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ତାଙ୍କ ବାଇକ୍ ଓ ମୋବାଇଲ୍ ଲୁଟି ନେଇଛନ୍ତି। ବନ୍ଧମୁଣ୍ଡାରେ କାର୍ଯ୍ୟରତ ରେଳ କର୍ମଚାରୀ ଶିବଚରଣ ଲୋହାର ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୦ଟାରେ ଡ୍ୟୁଟି ସାରି ଘରକୁ ଫେରୁଥିବାବେଳେ ଭିଜାଡିହି ନାଳ ନିକଟରେ ଦୁଇଜଣ ଡକାୟତ ତାଙ୍କୁ ଅଟକାଇ ଥିଲେ। ଏହା ପରେ ଦୁଇ ଡକାୟତ ଶିବଚରଣଙ୍କ ଜୋତାର ଫିତା ଖୋଲି, ସେହି ଫିତାରେ ତାଙ୍କ ହାତଗୋଡ଼କୁ ବାନ୍ଧି ଦେଇଥିଲେ।

ଏହାପରେ ଲୁଟେରାମାନେ ଶିବଚରଣଙ୍କ ବାଇକ୍ ଓ ମୋବାଇଲ୍‌ ନେଇ ସେଠାରୁ ପଳାଇ ଯାଇଥିଲେ। ପରେ ଶିବଚରଣ ବିଶ୍ରା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe