ତେଲିବନ୍ଧ ଛକ ନିକଟରେ ବୋଲେରୋକୁ ଧକ୍କା ଦେଲା ଟ୍ରକ୍, ଚାଳକ ଅଟକ

Advertisment

ଗୁରୁବାର ରାତି ପ୍ରାୟ ୮ଟା ସମୟରେ ଜାତୀୟ ରାଜପଥ ନଂ ୫୭ର ବୌଦ୍ଧ ଥାନା ତେଲିବନ୍ଧ ଛକ ନିକଟରେ ଏକ ବୋଲେରୋକୁ ଧକ୍କା ଦେଇ ଫେରାର ମାରୁଥିବା ଏକ ଆଇଚରକୁ ବୌଦ୍ଧ ସହର ଠାରେ ଅଟକ ରଖିଛି ବୌଦ୍ଧ ପୁଲିସ l

ଗୁରୁବାର ରାତି ପ୍ରାୟ ୮ଟା ସମୟରେ ଜାତୀୟ ରାଜପଥ ନଂ ୫୭ର ବୌଦ୍ଧ ଥାନା ତେଲିବନ୍ଧ ଛକ ନିକଟରେ ଏକ ବୋଲେରୋକୁ ଧକ୍କା ଦେଇ ଫେରାର ମାରୁଥିବା ଏକ ଆଇଚରକୁ ବୌଦ୍ଧ ସହର ଠାରେ ଅଟକ ରଖିଛି ବୌଦ୍ଧ ପୁଲିସ l

1b82687e-0cb2-421d-931f-def130f52778 .jpeg

ଜହ୍ନ।ପଙ୍କ:ଗୁରୁବାର ରାତି ପ୍ରାୟ ୮ଟା ସମୟରେ ଜାତୀୟ ରାଜପଥ ନଂ ୫୭ର ବୌଦ୍ଧ ଥାନା ତେଲିବନ୍ଧ ଛକ ନିକଟରେ ଏକ ବୋଲେରୋକୁ ଧକ୍କା ଦେଇ ଫେରାର ମାରୁଥିବା ଏକ ଆଇଚରକୁ ବୌଦ୍ଧ ସହର ଠାରେ ଅଟକ ରଖିଛି ବୌଦ୍ଧ ପୁଲିସ l

ଗତକାଲି ରାତି ପ୍ରାୟ ୮ଟା ସମୟରେ ତେଲିବନ୍ଧ ନିକଟରେ ଏକ ବୋଲେରୋ ରାସ୍ତା କଡରେ ଛିଡା ହୋଇଥିବା ବେଳେ ସୋନପୁର ପଟରୁ ବୌଦ୍ଧ ଆଡ଼କୁ ଆସୁଥିବା ଏକ ଆଇଚର୍ ଟ୍ରକ ପଛରୁ ଧକ୍କା ଦେଇଥିଲା l

 ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୮ଟା ସମୟରେ ତେଲିବନ୍ଧ ନିକଟରେ ଏକ ବୋଲେରୋ ରାସ୍ତା କଡରେ ଛିଡା ହୋଇଥିବା ବେଳେ ସୋନପୁର ପଟରୁ ବୌଦ୍ଧ ଆଡ଼କୁ ଆସୁଥିବା ଏକ ଆଇଚର୍ ଟ୍ରକ ପଛରୁ ଧକ୍କା ଦେଇଥିଲା l ଧକ୍କା ଦେଲା ପରେ ଆଇଚର ଗାଡ଼ି ଦ୍ରୁତ ଗତିରେ ବୌଦ୍ଧ ଆଡ଼କୁ ଚାଲି ଆସୁଥିବା ବେଳେ ଖବର ପାଇ ବୌଦ୍ଧ ପୁଲିସ ଅଟକାଇ ଡ୍ରାଇଭର ସହ ଗାଡ଼ିକୁ ଅଟକ ରଖିଛି l ଦୁର୍ଘଟଣାରେ ବୋଲେରୋରେ ଥିବା ଦୁଇ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe