Bombing in Banki: ଜିରୋ ନାଇଟ ସେଲିବ୍ରେସନ ଚାଲିଥିବାବେଳେ ବୋମା ମାଡ଼

Advertisment

କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ତ ଗାଁରେ ବୋମା ମାଡ଼। ଗତକାଲି ରାତିରେ ଜିରୋ ନାଇଟ ସେଲିବ୍ରେସନ ଚାଲିଥିବାବେଳେ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ତାଳବସ୍ତ ଗାଁର ନିୟୁ ସାହିର ଚିନ୍ତାମଣି ବେହେରାଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବା ଜଣା ପଡିଛି।

bombing

Photograph: (pti@intoday.com)

ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ତ ଗାଁରେ ବୋମା ମାଡ଼। ଗତକାଲି ରାତିରେ ଜିରୋ ନାଇଟ ସେଲିବ୍ରେସନ ଚାଲିଥିବାବେଳେ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ତାଳବସ୍ତ ଗାଁର ନିୟୁ ସାହିର ଚିନ୍ତାମଣି ବେହେରାଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବା ଜଣା ପଡିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କେହି ଦୁର୍ବୁତ୍ତ ବୋମାମାଡ଼ କରିଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣା ସ୍ଥଳରେ ପଂହଁଚି ଛାନଭିନ ଜାରି ରଖିଛି। ମିଳିଥିବା ସୂଚନା ମୁତାବକ ରାତି ୨ଟାରେ ଏହି ବୋମାମାଡ ହୋଇଥିଲା | 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe