ଜାମୁଖୋଲ ଗ୍ରାମରେ ପହଞ୍ଚି ଅଗ୍ନି ବିପନ୍ନ ପରିବାରକୁ ଭେଟିଲେ ସରକାରୀ ମୁଖ୍ୟ ସଚେତକ, ସହାୟତା ପାଇଁଁ ପ୍ରଶାସନକୁ ନିର୍ଦ୍ଦେଶ

Advertisment

ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ଟିକରପଡ଼ା ଗ୍ରାମ ପଞ୍ଚାୟତର ଜାମୁଖୋଲ୍ ଗ୍ରାମରେ ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ପହଞ୍ଚି ଅଗ୍ନି ବିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି l ଜିଲ୍ଲା ପ୍ରଶାସନକୁ ସହାୟତା ପାଇଁଁ ସେ ନିର୍ଦ୍ଦେଶ ଦେଇଥିଲେ | ପ୍ରଶାସନ ବି ରିଲିଫ ପ୍ରଦାନ କରିଥିଲେ।

bn
ଲକ୍ଷ୍ମୀପ୍ରସାଦ: ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ଟିକରପଡ଼ା ଗ୍ରାମ ପଞ୍ଚାୟତର ଜାମୁଖୋଲ୍ ଗ୍ରାମରେ ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ପହଞ୍ଚି ଅଗ୍ନି ବିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି l  ରାତିରେ ଜାମୁଖୋଲ ଗ୍ରାମର ଅଜିତ୍ କହଁର ଓ ଶମ୍ଭୁ କହଁରଙ୍କ ଘରେ ନିଆଁ ଲାଗି ସମ୍ପୁର୍ଣ୍ଣ ଭସ୍ମୀଭୂତ ହୋଇ ଯାଇଥିଲା l
ଏହି ଖବର ଜାଣିବା ପରେ ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଗାଆଁରେ ପହଞ୍ଚି ଅଗ୍ନି ବିପନ୍ନ ପରିବାରକୁ ଭେଟିବା ସହିତ ଜିଲ୍ଲା ପ୍ରଶାସନକୁ ସହାୟତା ପାଇଁଁ ନିର୍ଦ୍ଦେଶ ଦେଇଥିଲେ | ଉପଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ତହସିଲଦାର ଅନୀତା କୁମାରୀ ସାହୁ ଓ ଅନ୍ୟ ବିଭାଗୀୟ କର୍ମଚାରୀମାନେ ଗ୍ରାମରେ ପହଞ୍ଚି ତୁରନ୍ତ ରିଲିଫ ପ୍ରଦାନ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe