ଅଶ୍ଲୀଳ ଭିଡିଓ ଭାଇରାଲ, ପୁରୁଷବନ୍ଧୁ ଗିରଫ

Advertisment

ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ଘଟଣାରେ ସେକ୍ଟର-୧୯ ଥାନା ପୁଲିସ ଜଣକୁ ଗିରଫ କରିଛି। ପୁଲିସ ଅଭିଯୁକ୍ତ ପୁରୁଷବନ୍ଧୁକୁ କୋର୍ଟଚାଲାଣ କରିଛି। ଘଟଣାଟି ସମ୍ବେଦନଶୀଳ ହୋଇଥିବାରୁ ପୁଲିସ ଅଭିଯୁକ୍ତର ନାମ ପ୍ରଘଟ କରିନାହିଁ।

ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ଘଟଣାରେ ସେକ୍ଟର-୧୯ ଥାନା ପୁଲିସ ଜଣକୁ ଗିରଫ କରିଛି। ପୁଲିସ ଅଭିଯୁକ୍ତ ପୁରୁଷବନ୍ଧୁକୁ କୋର୍ଟଚାଲାଣ କରିଛି। ଘଟଣାଟି ସମ୍ବେଦନଶୀଳ ହୋଇଥିବାରୁ ପୁଲିସ ଅଭିଯୁକ୍ତର ନାମ ପ୍ରଘଟ କରିନାହିଁ।

arrest

ରାଉରକେଲା: ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ଘଟଣାରେ ସେକ୍ଟର-୧୯ ଥାନା ପୁଲିସ ଜଣକୁ ଗିରଫ କରିଛି। ଘଟଣାଟି ସମ୍ବେଦନଶୀଳ ହୋଇଥିବାରୁ ପୁଲିସ ଅଭିଯୁକ୍ତର ନାମ ପ୍ରଘଟ କରିନାହିଁ।

ଜଣେ ଯୁବକ ଓ ଯୁବତୀ ପ୍ରାୟ ଦେଢ଼ବର୍ଷ ତଳେ ଯୋଗାଯୋଗରେ ଆସିଥିଲେ। ଏହାପରେ ନିୟମିତ କଲ୍‌ରେ କଥାହେବା ସହ ଭେଟଘାଟ ହେଉଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢ଼ିଉଠିବା ପରେ ନିୟମିତ ଭିଡିଓ କଲ୍‌ରେ ମଧ୍ୟ କଥା ହେଉଥିଲେ। ଯୁବତୀଙ୍କ ବିଶ୍ବାସ ଜିତି ବିଭିନ୍ନ ଆଳଦେଖାଇ ପୁରୁଷବନ୍ଧୁ ତାଙ୍କର ଅଶ୍ଳୀଳ ଭିଡିଓ କରିଥିଲେ। ଏହି ଭିଡିଓକୁ ସୋସିଆଲ୍‌ ମିଡିଆ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫେକ୍‌ ଆକାଉଣ୍ଟ କରି ଭାଇରାଲ୍‌ କରିଥିଲେ। ଏନେଇ ଯୁବତୀ ଜଣକ ଜାଣିବା ପରେ ସେକ୍ଟର-୧୯ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୁକ୍ତ ପୁରୁଷବନ୍ଧୁକୁ ଗିରଫକରି କୋର୍ଟଚାଲାଣ କରିଛି।

ସୂଚନାନୁଯାୟୀ, ଜଣେ ଯୁବକ ଓ ଯୁବତୀ ପ୍ରାୟ ଦେଢ଼ବର୍ଷ ତଳେ ଯୋଗାଯୋଗରେ ଆସିଥିଲେ। ଏହାପରେ ନିୟମିତ କଲ୍‌ରେ କଥାହେବା ସହ ଭେଟଘାଟ ହେଉଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢ଼ିଉଠିବା ପରେ ନିୟମିତ ଭିଡିଓ କଲ୍‌ରେ ମଧ୍ୟ କଥା ହେଉଥିଲେ। ଯୁବତୀଙ୍କ ବିଶ୍ବାସ ଜିତି ବିଭିନ୍ନ ଆଳଦେଖାଇ ପୁରୁଷବନ୍ଧୁ ତାଙ୍କର ଅଶ୍ଳୀଳ ଭିଡିଓ କରିଥିଲେ। ଏହି ଭିଡିଓକୁ ସୋସିଆଲ୍‌ ମିଡିଆ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫେକ୍‌ ଆକାଉଣ୍ଟ କରି ଭାଇରାଲ୍‌ କରିଥିଲେ। ଏନେଇ ଯୁବତୀ ଜଣକ ଜାଣିବା ପରେ ସେକ୍ଟର-୧୯ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୁକ୍ତ ପୁରୁଷବନ୍ଧୁକୁ ଗିରଫକରି କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe