ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ପଡ଼ିଥିବା ଘଟଣା, ମୃତକ ଏଏସଆଇଙ୍କ ଭାଇ ଆଣିଲେ ହତ୍ୟା ଅଭିଯୋଗ

Advertisment

ଜାତୀୟ ରାଜପଥ ଉପରେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ପଡ଼ିଥିବା ଘଟଣାକୁ ପୁଲିସ ଦୁର୍ଘଟଣାରେ ଏଏସଆଇଙ୍କ ମୃତ୍ୟୁ ବୋଲି କହୁଥିବା ବେଳେ ଭାଇ ଆଣିଛନ୍ତି ହତ୍ୟା ଅଭିଯୋଗ। ମୃତ ଏଏସଆଇଙ୍କ ପବିତ୍ର ଗୋଲାପିଙ୍କ ଭାଇ ନରେନ୍ଦ୍ର ଗୋଲାପି ଏଭଳି ଅଭିଯୋଗ କରିଛନ୍ତି ।  

ଜାତୀୟ ରାଜପଥ ଉପରେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ପଡ଼ିଥିବା ଘଟଣାକୁ ପୁଲିସ ଦୁର୍ଘଟଣାରେ ଏଏସଆଇଙ୍କ ମୃତ୍ୟୁ ବୋଲି କହୁଥିବା ବେଳେ ଭାଇ ଆଣିଛନ୍ତି ହତ୍ୟା ଅଭିଯୋଗ। ମୃତ ଏଏସଆଇଙ୍କ ପବିତ୍ର ଗୋଲାପିଙ୍କ ଭାଇ ନରେନ୍ଦ୍ର ଗୋଲାପି ଏଭଳି ଅଭିଯୋଗ କରିଛନ୍ତି ।  

nbj

ଧର୍ମଗଡ଼ / ଜୁନାଗଡ଼: ଜାତୀୟ ରାଜପଥ ଉପରେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ପଡ଼ିଥିବା ଘଟଣାକୁ ପୁଲିସ ଦୁର୍ଘଟଣାରେ ଏଏସଆଇଙ୍କ ମୃତ୍ୟୁ ବୋଲି କହୁଥିବା ବେଳେ ଭାଇ ଆଣିଛନ୍ତି ହତ୍ୟା ଅଭିଯୋଗ। ସେ କହିଛନ୍ତି, ଭାଇଙ୍କୁ ହତ୍ୟା କରି ଦୁର୍ଘଟଣାର ରୂପ ଦିଆଯାଇଛି। ମୃତ ଏଏସଆଇଙ୍କ ପବିତ୍ର ଗୋଲାପିଙ୍କ ଭାଇ ନରେନ୍ଦ୍ର ଗୋଲାପି ଏଭଳି ଅଭିଯୋଗ କରିଛନ୍ତି ।  

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ଜାତୀୟ ରାଜପଥ ୨୬ ଉପରେ ଗତ ରାତି ପ୍ରାୟ ୨ଟା ସମୟରେ ମୃତ ପବିତ୍ର ଗୋଲାପି କେଉଁଆଡେ ଯାଉଥିବା ବେଳେ ଭବାନୀପାଟଣା ଓ ଜୁନାଗଡ଼ ଜାତୀୟ ରାଜପଥ ୨୬ ବନମାଳି ପୁର ଛକ ନିକଟରେ ଅର୍ଦ୍ଧଦଗ୍ଧ ଶବ ଓ ଜଳିଯାଇଥିବା ଟିଭିଏସଷ୍ଟାର ବାଇକ ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ଜୁନାଗଡ଼ ପୁଲିସ ସହିତ ସାଇଣ୍ଟିଫିକ୍ ଟିମ୍,ସନ୍ଧାନୀ କୁକୁର ଓ କଳାହାଣ୍ଡି ଏସପି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଜୁନାଗଡ଼ ସ୍ଥିତ ଜାତୀୟ ରାଜପଥ ୨୬ ଉପରେ ଗତ ରାତି ପ୍ରାୟ ୨ଟା ସମୟରେ ମୃତ ପବିତ୍ର ଗୋଲାପି କେଉଁଆଡେ ଯାଉଥିବା ବେଳେ ଭବାନୀପାଟଣା ଓ ଜୁନାଗଡ଼ ଜାତୀୟ ରାଜପଥ ୨୬ ବନମାଳି ପୁର ଛକ ନିକଟରେ ଅର୍ଦ୍ଧଦଗ୍ଧ ଶବ ଓ ଜଳିଯାଇଥିବା ଟିଭିଏସଷ୍ଟାର ବାଇକ ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ଜୁନାଗଡ଼ ପୁଲିସ ସହିତ ସାଇଣ୍ଟିଫିକ୍ ଟିମ୍,ସନ୍ଧାନୀ କୁକୁର ଓ କଳାହାଣ୍ଡି ଏସପି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ମୃତ ପବିତ୍ର ଗୋଲାପି ରାତି ଦୁଇଟା ସମୟରେ ଅଟକି ଥିବା ଟ୍ରକ ପଛପଟେ ପିଟି ହୋଇ ନିଆଁ ଲାଗି ମୃତ୍ୟୁ ହୋଇଛି ବୋଲି ପୁଲିସ କହୁଥିବା ବେଳେ ତାଙ୍କ ଭାଇ ହତ୍ୟା ଅଭିଯୋଗ ଆଣିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି ।

ମୃତ ପବିତ୍ର ଗୋଲାପି ରାତି ଦୁଇଟା ସମୟରେ ଅଟକି ଥିବା ଟ୍ରକ ପଛପଟେ ପିଟି ହୋଇ ନିଆଁ ଲାଗି ମୃତ୍ୟୁ ହୋଇଛି ବୋଲି ପୁଲିସ କହୁଥିବା ବେଳେ ତାଙ୍କ ଭାଇ ହତ୍ୟା ଅଭିଯୋଗ ଆଣିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି । ଅନ୍ୟ ପକ୍ଷରେ ଶବ ବ୍ୟବଚ୍ଛେଦ ପରେ ହିଁ ହତ୍ୟା ନା ଦୁର୍ଘଟଣା ଜନିତ ମୃତ୍ୟୁ ତାହା ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe