୧୫ ଲକ୍ଷର ବ୍ରାଉନସୁଗାର ଜବତ : ୨ ଗିରଫ

ଭୋଗରାଇ ଅବକାରୀ ଥାନା ଓ ବାଲେଶ୍ଵର ମୋବାଇଲ ଅବକାରୀ ଥାନା ପକ୍ଷରୁ ମିଳିତଭାବେ ଚଢ଼ାଉ କରାଯାଇ ସୋମବାର ବିଳମ୍ବିତ ରାତିରେ ଚନ୍ଦେନେଶ୍ୱର ମାର୍କେଟ ଠାରେ ବ୍ରାଉନସୁଗାର ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ହେବ।

ଶିଶୁଙ୍କ ଶବରେ ବ୍ରାଉନ୍‌ସୁଗାର ଚାଲାଣ, ଅବକାରୀ ଗୁଇନ୍ଦା ବିଭାଗର ବାର୍ଷିକ ରିପୋର୍ଟ

ଭୋଗରାଇ: ବାଲେଶ୍ବର ଜିଲ୍ଲା ଭୋଗରାଇ ଅବକାରୀ ଥାନା ଓ ବାଲେଶ୍ଵର ମୋବାଇଲ ଅବକାରୀ ଥାନା ପକ୍ଷରୁ ମିଳିତଭାବେ ଚଢ଼ାଉ କରାଯାଇ ସୋମବାର ବିଳମ୍ବିତ ରାତିରେ ଚନ୍ଦେନେଶ୍ୱର ମାର୍କେଟ ଠାରେ ବ୍ରାଉନସୁଗାର ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ହେବ।

 ଏହି ମାମଲାରେ୨ ଜଣଙ୍କୁ ଗିରଫ କରି ଛାନଭିନ କରୁଛି ସମ୍ପୃକ୍ତ ବିଭାଗ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe