୧୫୭ ଗ୍ରାମରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ଓ ନଗଦ ୧ ଲକ୍ଷ ୬୩ହଜାର ୫୨୦ ନଗଦ ଟଙ୍କା ଜବତ

Advertisment

ଚନ୍ଦନପୁର ଥାନା ପୁଲିସର ବଡ଼ ସଫଳତା। ତିନିଜଣ ଧଳାଜହର ବେପାରୀଙ୍କୁ ଗିରଫ କରିଛି ଚନ୍ଦନପୁର ଥାନା ପୁଲିସ। ପ୍ରାୟ ୧୫୭ ଗ୍ରାମରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ଜବତ କରାଯିବା ସହିତ ୧ ଲକ୍ଷ ୬୩ହଜାର ୫୨୦ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି l

ଚନ୍ଦନପୁର ଥାନା ପୁଲିସର ବଡ଼ ସଫଳତା। ତିନିଜଣ ଧଳାଜହର ବେପାରୀଙ୍କୁ ଗିରଫ କରିଛି ଚନ୍ଦନପୁର ଥାନା ପୁଲିସ। ପ୍ରାୟ ୧୫୭ ଗ୍ରାମରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ଜବତ କରାଯିବା ସହିତ ୧ ଲକ୍ଷ ୬୩ହଜାର ୫୨୦ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି l

New Project (13)

ପୁରୀ: ଚନ୍ଦନପୁର ଥାନା ପୁଲିସର ବଡ଼ ସଫଳତା। ତିନିଜଣ ଧଳାଜହର ବେପାରୀଙ୍କୁ ଗିରଫ କରିଛି ଚନ୍ଦନପୁର ଥାନା ପୁଲିସ। ପ୍ରାୟ ୧୫୭ ଗ୍ରାମରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ଜବତ କରାଯିବା ସହିତ ୧ ଲକ୍ଷ ୬୩ହଜାର ୫୨୦ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି l ଏମାନଙ୍କ ଠାରୁ ୨ଟି ମୋଟର ସାଇକେଲ ସହ ୩ଟି ମୋବାଇଲ ଫୋନକୁ ମଧ୍ୟ ଜବତ କରାଯାଇଛି l 

ଚନ୍ଦନପୁର ଥାନା ପୁଲିସର ବଡ଼ ସଫଳତା। ତିନିଜଣ ଧଳାଜହର ବେପାରୀଙ୍କୁ ଗିରଫ କରିଛି ଚନ୍ଦନପୁର ଥାନା ପୁଲିସ। ପ୍ରାୟ ୧୫୭ ଗ୍ରାମରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ଜବତ କରାଯିବା ସହିତ ୧ ଲକ୍ଷ ୬୩ହଜାର ୫୨୦ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି l ଏମାନଙ୍କ ଠାରୁ ୨ଟି ମୋଟର ସାଇକେଲ ସହ ୩ଟି ମୋବାଇଲ ଫୋନକୁ ମଧ୍ୟ ଜବତ କରାଯାଇଛି l ଗିରଫ ଅଭିଯୁକ୍ତ ହେଉଛନ୍ତି ଚନ୍ଦନପୁର ଥାନା ଅଞ୍ଚଳର ପ୍ରଦୀପ କୁମାର ପଣ୍ଡା, ଲିଟୁ ପ୍ରଧାନ ଓ ନିରଞ୍ଜନ ପରିଡା l

ଗିରଫ ଅଭିଯୁକ୍ତ ହେଉଛନ୍ତି ଚନ୍ଦନପୁର ଥାନା ଅଞ୍ଚଳର ପ୍ରଦୀପ କୁମାର ପଣ୍ଡା, ଲିଟୁ ପ୍ରଧାନ ଓ ନିରଞ୍ଜନ ପରିଡା l ସ୍ପେସିଆଲ ସ୍କ୍ୱାଡ଼ ଓ ଚନ୍ଦନପୁର ଥାନା ପୁଲିସ ମିଳିତ ଉଦ୍ୟମରେ ଏହି ଚଢ଼ାଉ କରାଯାଇଥିଲା ବୋଲି ପୁରୀ ଏସ୍‌ପି ସୂଚନା ଦେଇଛନ୍ତି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe