୫୦ ଷଣ୍ଢ ବୋଝେଇ ୧୪ ଚକିଆ ଟ୍ରକ୍ ଜବତ

୨୦ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଧକୋଠା ନିକଟରେ ଏକ ଦୁର୍ଘଟଣା ଘଟିଥିଲା l ଟ୍ରକ ଧକ୍କାରେ ଜଣେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇବାରୁ ରାସ୍ତା ଅବରୋଧ ହୋଇଥିଲା l

Untitled

ଆନନ୍ଦପୁର:  ଗତକାଲି ରାତି ୯. ୪୫ରେ ୨୦ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଧକୋଠା ନିକଟରେ ଏକ ଦୁର୍ଘଟଣା ଘଟିଥିଲା l ଟ୍ରକ ଧକ୍କାରେ ଜଣେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇବାରୁ ରାସ୍ତା ଅବରୋଧ ହୋଇଥିଲା l ରାସ୍ତା ଖୋଲିବା ପରେ ଛିଡା ହୋଇଥିବା ଟ୍ରକ ଉପରେ ଲୋକ ମାନଙ୍କର ସନ୍ଦେହ ହୋଇଥିଲା l

ଜାତୀୟ ରାଜପଥ ଘସିପୁରା ଥାନା ଧକୋଠା ନିକଟରେ ଏକ ଦୁର୍ଘଟଣା ଘଟିଥିଲା l ଟ୍ରକ ଧକ୍କାରେ ଜଣେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇବାରୁ ରାସ୍ତା ଅବରୋଧ ହୋଇଥିଲାl ରାସ୍ତା ଖୋଲିବା ପରେ ଛିଡା ହୋଇଥିବା ଟ୍ରକ ଉପରେ ଲୋକ ମାନଙ୍କର ସନ୍ଦେହ ହୋଇଥିଲାl ଏଥିରେ ୫୦ରୁ ଊର୍ଦ୍ଧ୍ବ ଷଣ୍ଢ କେନ୍ଦୁଝର ଆଡକୁ ଚାଲାଣ ହେଉଥିବା ଜଣା ପଡିଥିଲା l ସ୍ଥାନୀୟ ଯୁବକଙ୍କ ସହଯୋଗରେ ଟ୍ରକକୁ ଜବତ କରି ପୁଲିସ ଥାନାକୁ ଆଣିଛି l ଡ୍ରାଇଭରକୁ ଅଟକ ରଖି ଘସିପୁରା ପୁଲିସ ଏହାର ତଦନ୍ତ କରୁଛି।

ଏଥିରେ ୫୦ରୁ ଊର୍ଦ୍ଧ୍ବ ଷଣ୍ଢ କେନ୍ଦୁଝର ଆଡକୁ ଚାଲାଣ ହେଉଥିବା ଜଣା ପଡିଥିଲା l ସ୍ଥାନୀୟ ଯୁବକଙ୍କ ସହଯୋଗରେ ଟ୍ରକକୁ ଜବତ କରି ପୁଲିସ ଥାନାକୁ ଆଣିଛି l ଡ୍ରାଇଭରକୁ ଅଟକ ରଖି ଘସିପୁରା ପୁଲିସ ଏହାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe