ଭାରସାମ୍ୟ ହରାଇ ଓଲଟିଲା ବସ୍,  ଯାତ୍ରୀ ନଥିବାରୁ ଟଳିଲା ଅଘଟଣ

Advertisment

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥର ବାଇପାସ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ l ବସରେ କେହି ଯାତ୍ରୀ ନଥିବାରୁ ଟଳିଲା ଅଘଟଣ l

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥର ବାଇପାସ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ l ବସରେ କେହି ଯାତ୍ରୀ ନଥିବାରୁ ଟଳିଲା ଅଘଟଣ l

bhy

ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥର ବାଇପାସ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ l ବସରେ କେହି ଯାତ୍ରୀ ନଥିବାରୁ ଟଳିଲା ଅଘଟଣ l

ଆଜି ସକାଳୁ କାମାକ୍ଷା ନଗରରୁ ତାଳଚେର ଅଭିମୁଖେ ଯାଉଥିବା ଏକ ଘରୋଇ ବସ  ୫୩ ନମ୍ବର ଜାତୀୟ ରାଜପଥର ପରଜଙ୍ଗ ବାଇପାସ ଠାରେ ଥିବା କୁନାଲ କମ୍ପାନୀ ସାମ୍ନାରେ ଓଲଟି ପଡ଼ିଥିଲା l ସୋଭାଗ୍ୟବଶତଃ ବସରେ କେହି ଯାତ୍ରୀ ନଥିବାରୁ ଏକ ବଡ଼ ଧରଣର ଅଘଟଣ ଟଳି ଯାଇଥିବା ବେଳେ ଖବର ପାଇ ପରଜଙ୍ଗ ପୁଲିସ ଘଟଣା ସ୍ଥଳକୁ ଯାଇ ବସଟିକୁ ରାସ୍ତାରୁ ହଟାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଅଧିକ ତଦନ୍ତ ଆରମ୍ଭ କରିଛି l ତେବେ କେଉଁ କାରଣରୁ ବସଟି ଓଲଟିଲା ତାହା ଜଣା ପଡ଼ିନଥିବା ବେଳେ ବସ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି l

ସୂଚନା ଅନୁସାରେ ଆଜି ସକାଳୁ କାମାକ୍ଷା ନଗରରୁ ତାଳଚେର ଅଭିମୁଖେ ଯାଉଥିବା ଏକ ଘରୋଇ ବସ  ୫୩ ନମ୍ବର ଜାତୀୟ ରାଜପଥର ପରଜଙ୍ଗ ବାଇପାସ ଠାରେ ଥିବା କୁନାଲ କମ୍ପାନୀ ସାମ୍ନାରେ ଓଲଟି ପଡ଼ିଥିଲା l ସୋଭାଗ୍ୟବଶତଃ ବସରେ କେହି ଯାତ୍ରୀ ନଥିବାରୁ ଏକ ବଡ଼ ଧରଣର ଅଘଟଣ ଟଳି ଯାଇଥିବା ବେଳେ ଖବର ପାଇ ପରଜଙ୍ଗ ପୁଲିସ ଘଟଣା ସ୍ଥଳକୁ ଯାଇ ବସଟିକୁ ରାସ୍ତାରୁ ହଟାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଅଧିକ ତଦନ୍ତ ଆରମ୍ଭ କରିଛି l ତେବେ କେଉଁ କାରଣରୁ ବସଟି ଓଲଟିଲା ତାହା ଜଣା ପଡ଼ିନଥିବା ବେଳେ ବସ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe