ରାୟଗଡ଼ା- କୋରାପୁଟ ଜାତୀୟ ରାଜପଥରେ ବସ୍ ଦୁର୍ଘଟଣା: ୨୦ରୁ ଅଧିକ ଯାତ୍ରୀ ଆହତ

ରାୟଗଡ଼ା- କୋରାପୁଟ ମଧ୍ୟ ଦେଇ ଯାଉଥିବା ଜାତୀୟ ରାଜପଥରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇଥିବାରୁ ଦୁର୍ଘଟଣା ଘଟୁଛି I ବିଳମ୍ବିତ ରାତ୍ରିରେ ଗୋଲଡେନ ରକ ନାମକ ଏକ  ଘରୋଇ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି I

Untitled

ରାୟଗଡ଼ା: ରାୟଗଡ଼ା- କୋରାପୁଟ ମଧ୍ୟ ଦେଇ ଯାଉଥିବା ଜାତୀୟ ରାଜପଥରେ ବିଭିନ୍ନ  ସ୍ଥାନରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇଥିବାରୁ ଦୁର୍ଘଟଣା ଘଟୁଛି I ବିଳମ୍ବିତ ରାତ୍ରିରେ ଗୋଲଡେନ ରକ ନାମକ ଏକ  ଘରୋଇ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି I ରIଫକଣା ଛକ ପୂର୍ବରୁ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି I

ସୂଚନାରୁ ଜଣାପଡିଛି ରାତିରେ ପ୍ରବଳ ବର୍ଷା ହେଉଥିଲା ଏବଂ ଜାତୀୟ ରାଜପଥରେ ବସଟି ଦ୍ରୁତ ଗତିରେ ଯାଉଥିବା ବେଳେ ଗୋଟିଏ ଚକା ଗାତରେ ପଡ଼ି ବସର ଭାରସାମ୍ୟ ହରାଇଥିଲା ଏବଂ ନିୟନ୍ତ୍ରଣ ହରାଇ ଗୋଟିଏ ପାର୍ଶ୍ୱକୁ ଢଳି ଯାଇଥିଲା I ଅଳ୍ପକେ ବର୍ତି ଯାଇଥିଲେ ୩୦ ରୁ ଅଧିକ ଯାତ୍ରୀ ।

ରାୟଗଡ଼ା- କୋରାପୁଟ ମଧ୍ୟ ଦେଇ ଯାଉଥିବା ଜାତୀୟ ରାଜପଥରେ ବିଭିନ୍ନ  ସ୍ଥାନରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇଥିବାରୁ ଦୁର୍ଘଟଣା ଘଟୁଛିI ବିଳମ୍ବିତ ରାତ୍ରିରେ ଗୋଲଡେନ ରକ ନାମକ ଏକ  ଘରୋଇ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି I ଏହି ଦୁର୍ଘଟଣାରେ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ସାମାନ୍ୟ ଆହତ  ହୋଇଛନ୍ତି। ରାୟଗଡ଼ା ଓ କୁମ୍ବିକୋଟା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେI ବର୍ତ୍ତମାନ ସମସ୍ତେ ବିପଦମୁକ୍ତ ଥିବା ମେଡିକାଲ ସୂତ୍ରରୁ ଜଣାପଡ଼ିଛିI

ଏହି ଦୁର୍ଘଟଣାରେ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ସାମାନ୍ୟ ଆହତ  ହୋଇଛନ୍ତି। ରାୟଗଡ଼ା ଓ କୁମ୍ବିକୋଟା ପୁଲିସ ଘଟଣା ସ୍ଥଳରେ ପହଞ୍ଚି 
ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେI ବର୍ତ୍ତମାନ ସମସ୍ତେ ବିପଦମୁକ୍ତ ଥିବା ମେଡିକାଲ ସୂତ୍ରରୁ ଜଣାପଡ଼ିଛି I
ବସ୍ ଟି ଗୁଣୁପୁର ଠାରୁ ଜୟପୁର ଯାଉଥିବା ସମୟରେ ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥ ୩୨୬ର ଦୁରବସ୍ଥା ଯୋଗୁଁ ପ୍ରତିଦିନ ଦୁର୍ଘଟଣା ଘଟୁଛି I ଏନେଇ ବାରମ୍ବାର ଅଭିଯୋଗ କରିଲେ ମଧ୍ୟ ଏନ ଏଚ ଆଇ କର୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe