ତେଲେଙ୍ଗାପେଣ୍ଠରେ ବସ୍-ଟ୍ରକ୍ ଦୁର୍ଘଟଣା: ବସ୍ ହେଲପର୍ ଆହତ

Advertisment

ତେଲେଙ୍ଗାପେଣ୍ଠରେ ବସ୍-ଟ୍ରକ୍ ଦୁର୍ଘଟଣା ଘଟି ବସ୍ ହେଲପର୍ ଆହତ ହୋଇଛନ୍ତି। ଆଜି ଭୋର୍ ୫.୩୦ ସମୟରେ ଫୁଲବାଣୀରୁ କଟକ ଆସୁଥିବା ଏକ ବସ୍ ତେଲେଙ୍ଗାପେଣ୍ଠ ନିକଟରେ ଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ବସର ସମ୍ମୁଖ ଭାଗ ଭାଙ୍ଗି ଥିବା ବେଳେ ହେଲପର ଆହତ ହୋଇଛନ୍ତି।

ୁଯକ

କଟକ: ତେଲେଙ୍ଗାପେଣ୍ଠରେ ବସ୍-ଟ୍ରକ୍ ଦୁର୍ଘଟଣା ଘଟି ବସ୍ ହେଲପର୍ ଆହତ ହୋଇଛନ୍ତି। ଆଜି ଭୋର୍ ୫.୩୦ ସମୟରେ ଫୁଲବାଣୀରୁ କଟକ ଆସୁଥିବା ଏକ ବସ୍ ତେଲେଙ୍ଗାପେଣ୍ଠ ନିକଟରେ ଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ବସର ସମ୍ମୁଖ ଭାଗ ଭାଙ୍ଗି ଥିବା ବେଳେ ହେଲପର ଆହତ ହୋଇଛନ୍ତି। ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିନ୍ତୁ ବସର କୌଣସି ଯାତ୍ରୀ ଆହତ ହୋଇ ନାହାନ୍ତି। ସମସ୍ତଙ୍କୁ ସୁରକ୍ଷିତ ଭାବେ ବସରୁ ଉଦ୍ଧାର କରାଯାଇଛି।

 କଟକ ସଦର ଥାନା ପୁଲିସ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରି ଥାନାରେ ଅଟକ ରଖିଛି। ଏପନଇପୁଲିସ ଅଧିକ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe