ବାରଙ୍ଗ: ଆଜି ସକାଳେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ବାଙ୍କୀରୁ ବାରଙ୍ଗ ବାଟ ଦେଇ ଫେରୁଥିବା ବେଳେ ଗୋଡ଼ିସାହି ଫାଣ୍ଡି ଷଣ୍ଢପୁର ଛକ ନିକଟରେ ଦୁର୍ଘଟଣା ହୋଇଥିଲା । ତତ୍କାଳ ପୁଲିସ ଅନ୍ୟ ଏକ ଗାଡ଼ି ଯୋଗେ ମନ୍ତ୍ରୀଙ୍କୁ ପଠାଇଛି।
ଅନୁଗୁଳ କାର୍ଯ୍ୟକ୍ରମ ବାତିଲ ହେବା ପରେ ଅଧାବାଟରୁ ଭୁବନେଶ୍ୱର ଫେରୁଥିଲେ ମନ୍ତ୍ରୀ । ତେବେ ଦୁର୍ଘଟଣାରେ ମନ୍ତ୍ରୀ ସୁରକ୍ଷିତ ଭାବେ ଭୁବନେଶ୍ୱର ଫେରିଥିବା ଜଣାପଡ଼ିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us