ଖଣ୍ଡଗିରି ଅଞ୍ଚଳରେ ଘର ଆଗରେ ଜଳିଗଲା ଗାଡ଼ି

Advertisment
ଖଣ୍ଡଗିରି ଅଞ୍ଚଳରେ ଘର ଆଗରେ ଜଳିଗଲା ଗାଡ଼ି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଖଣ୍ଡଗିରି ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। କିଛି ଦୁବୃର୍ତ୍ତ ଜଣଙ୍କ ଘର ଆଗରେ ଗାଡି ଜାଳି ଦେଇଥିବା ଅଭିଯୋଗ ହୋଇଛି। ଡୁମୁଡୁମା ଫେଜ ୨ରେ ଦୁବୃର୍ତ୍ତ ଏକ କାର୍‌କୁ ଜାଳି ଦେଇଥିବା ଜାଣିବାକୁ ମିଳିଛି। ଏନେଇ ଖଣ୍ଡଗିରି ଥାନାରେ ଏକ ଅଭିଯୋଗ ହୋଇଛି।

ଗାଡ଼ି ମାଲିକ ଏ ନେଇ ଥାନାରେ ଏତଲା ଦେଇଛନ୍ତି। ସେପଟେ ସର୍ଟସର୍କିଟ ହୋଇଥିବା ସନ୍ଦେହ କରୁଛି ପୁଲିସ। ଘଟଣାସ୍ଥଳରେ ପହଁଚି ପୁଲିସ୍‌ ଛାନଭିନ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe