ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହତ୍ୟା ଘଟଣା: ପୀଡ଼ିତା ବାପାଙ୍କ ଏତଲା ଆଧାରରେ ମାମଲା ରୁଜୁ କଲା ପୁଲିସ

Advertisment

ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ପୀଡ଼ିତା ବାପାଙ୍କ ଏତଲା ଆଧାରରେ ମାମଲା ରୁଜୁ କରିଛି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୁଲିସ l କେଶ ନମ୍ବର ୨୮୪ରେ ମାମଲା ରୁଜୁକରି ଭାରତୀୟ ନ୍ୟାୟ ସଂହିତା ୨୯୬,୭୫,୭୮,୧୦୮,୬୬ ଇ, ୬୭ଏ ପରି ସଂଗୀନ ଦଫା ଲାଗିଛି ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କ ଉପରେ।

Untitled

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ପୀଡ଼ିତା ବାପାଙ୍କ ଏତଲା ଆଧାରରେ ମାମଲା ରୁଜୁ କରିଛି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୁଲିସ l କେଶ ନମ୍ବର ୨୮୪ରେ ମାମଲା ରୁଜୁକରି ଭାରତୀୟ ନ୍ୟାୟ ସଂହିତା ୨୯୬,୭୫,୭୮,୧୦୮,୬୬ ଇ, ୬୭ଏ ପରି ସଂଗୀନ ଦଫା ଲାଗିଛି ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କ ଉପରେ।

ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ପୀଡ଼ିତା ବାପାଙ୍କ ଏତଲା ଆଧାରରେ ମାମଲା ରୁଜୁ କରିଛି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୁଲିସ l କେଶ ନମ୍ବର ୨୮୪ରେ ମାମଲା ରୁଜୁକରି ଭାରତୀୟ ନ୍ୟାୟ ସଂହିତା ୨୯୬,୭୫,୭୮,୧୦୮,୬୬ ଇ, ୬୭ଏ ପରି ସଂଗୀନ ଦଫା ଲାଗିଛି ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କ ଉପରେ।ଗତକାଲି ଏସପି ସିଦ୍ଧାର୍ଥ କଟାରିଆ ଘଟଣା ସ୍ଥଳରେ ସିସିଟିଭି ଫୁଟେଜ ଯାଞ୍ଚ କରିଛନ୍ତି। ମୃତ ଛାତ୍ରୀଙ୍କ ବାପା ଓ ମା ସକାଳ ସାଢ଼େ ୭ଟାରେ ଘରୁ ବାହାରି ଯିବାର ଦୃଶ୍ୟ ସିସିଟିଭ ଫୁଟେଜରେ କଏଦ ହୋଇଥିବା ପୁଲିସ ସୂଚନା ଦେଇଛି।

ଗତକାଲି ଏସପି ସିଦ୍ଧାର୍ଥ କଟାରିଆ ଘଟଣା ସ୍ଥଳରେ ସିସିଟିଭି ଫୁଟେଜ ଯାଞ୍ଚ କରିଛନ୍ତି। ମୃତ ଛାତ୍ରୀଙ୍କ ବାପା ଓ ମା ସକାଳ ସାଢ଼େ ୭ଟାରେ ଘରୁ ବାହାରି ଯିବାର ଦୃଶ୍ୟ ସିସିଟିଭ ଫୁଟେଜରେ କଏଦ ହୋଇଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe