ଧଣ୍ଡାମୁଣ୍ଡା: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ୍ ଓଡ଼ିଆପାଲି ପଞ୍ଚାୟତ ବୁଢ଼ୀବାହାଲ ଗ୍ରାମସ୍ଥିତ ମା' ଦଶନାମୀ ଭୈରବୀ ଝାରଗୁଡ଼ି ପୀଠରେ ଦଶହରା ବଏଲ୍ ଯାତ୍ରା ଅନୁଷ୍ଠିତ ହୋଇଛି। ପୂଜକ ଅମସିଙ୍ଗ ଭୋଇ ପୂଜାକାର୍ଯ୍ୟ କରିଥିଲେ। ଦେବୀ ପୂଜକଙ୍କ ଶରୀରରେ ସବାର ହୋଇ କଣ୍ଟାଲଗା ଦୋଳିରେ ଝୁଲି ଭକ୍ତଙ୍କୁ ଦର୍ଶନ ଦେଇଥିଲେ | ପରେ ମାନସିକଧାରୀ ମା'ଙ୍କଠାରେ ବଳି ଚଢ଼ାଇଥିଲେ ।
ବୁଢ଼ୀବାହାଲରେ ବଏଲ୍ ଯାତ୍ରା
Advertisment
Follow Us