ବିଏମ୍‌ସି ଅଫିସ୍‌ର ଛାତରୁ ଖସିଲା ସିଲିଂ, କାରଣ ଅସ୍ପଷ୍ଟ

ଖସିଲା ବିଏମସି ଛାତର ସିଲିଂ। କର୍ମଚାରୀ କାମ କରୁଥିବା ସମୟରେ ଘଟିଛି ଏହି ଘଟଣା। ମେୟରଙ୍କ ଚ୍ୟାମ୍ବର ଛାତକୁ ଲାଗିଥିବା ଏହି ସିଲିଂ କେଉଁ ପରିସ୍ଥିତିରେ ଓ କାହିଁକି ଖସିଛି ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।

bmc

ଭୁବନେଶ୍ବର: ଖସିଲା ବିଏମସି ଛାତର ସିଲିଂ। କର୍ମଚାରୀ କାମ କରୁଥିବା ସମୟରେ ଘଟିଛି ଏହି ଘଟଣା। ମେୟରଙ୍କ ଚ୍ୟାମ୍ବର ଛାତକୁ ଲାଗିଥିବା ଏହି ସିଲିଂ କେଉଁ ପରିସ୍ଥିତିରେ ଓ କାହିଁକି ଖସିଛି ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ଅନ୍ୟପକ୍ଷରେ ସଫେଇ କର୍ମଚାରୀ କାମ କରୁଥିବା ବେଳେ ପ୍ରଥମେ ୭ଟା ଓ ପରେ ପୁଣି ସକାଳ ସାଢ଼େ ୮ଟା ସମୟରେ ଖୁବ ଜୋରରେ ଶବ୍ଦ ହୋଇ ସିଲିଂ ଖସି ପଡ଼ିଥିଲା। 

ଖସିଲା ବିଏମସି ଛାତର ସିଲିଂ। କର୍ମଚାରୀ କାମ କରୁଥିବା ସମୟରେ ଘଟିଛି ଏହି ଘଟଣା। ମେୟରଙ୍କ ଚ୍ୟାମ୍ବର ଛାତକୁ ଲାଗିଥିବା ଏହି ସିଲିଂ କେଉଁ ପରିସ୍ଥିତିରେ ଓ କାହିଁକି ଖସିଛି ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ଅନ୍ୟପକ୍ଷରେ ସଫେଇ କର୍ମଚାରୀ କାମ କରୁଥିବା ବେଳେ ପ୍ରଥମେ ୭ଟା ଓ ପରେ ପୁଣି ସକାଳ ସାଢ଼େ ୮ଟା ସମୟରେ ଖୁବ ଜୋରରେ ଶବ୍ଦ ହୋଇ ସିଲିଂ ଖସି ପଡ଼ିଥିଲା। ସୂଚନା ରହିଛି ଯେ ଗତ କିଛି ଦିନ ପୂର୍ବରୁ ହିଁ ସିଲିଂ କାମ ହୋଇଥିଲା। କିନ୍ତୁ କାହିଁକି କେମିତି ଘଟିଲା ତାହା ଜଣା ନଥିବା କର୍ମଚାରୀ କହିଛନ୍ତି।

ସୂଚନା ରହିଛି ଯେ ଗତ କିଛି ଦିନ ପୂର୍ବରୁ ହିଁ ସିଲିଂ କାମ ହୋଇଥିଲା। କିନ୍ତୁ କାହିଁକି କେମିତି ଘଟିଲା ତାହା ଜଣା ନଥିବା କର୍ମଚାରୀ କହିଛନ୍ତି। ତେଣୁ କେତେ ଶୀଘ୍ର ଏହାର ମରାମତି ହେବ ତାହା ଦେଖିବାକୁ ଅପେକ୍ଷା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe