ବିଜେଡି ବିଧାୟକ ଦଳ ବୈଠକ ଶେଷ: ବୈଠକ ପରେ ଦଳୀୟ ସୁପ୍ରିମୋ ନବୀନ କହିଲେ- ସଂଘୀୟ ବ୍ୟବସ୍ଥାରେ ସହଯୋଗ ଚାହୁଁଛୁ

Advertisment
ବିଜେଡି ବିଧାୟକ ଦଳ ବୈଠକ ଶେଷ: ବୈଠକ ପରେ ଦଳୀୟ ସୁପ୍ରିମୋ ନବୀନ କହିଲେ- ସଂଘୀୟ ବ୍ୟବସ୍ଥାରେ ସହଯୋଗ ଚାହୁଁଛୁ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ବିଧାୟକ ଦଳର ବୈଠକ ରବିବାର ସନ୍ଧ୍ୟାରେ ଶେଷ ହୋଇଯାଇଛି। ବୈଠକ ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, ସଂଘୀୟ ବ୍ୟବସ୍ଥାରେ ସହଯୋଗ ଚାହୁଁଛୁ। ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ବୈଠକରେ ସେ କହିଛନ୍ତି, ରାଜ୍ୟ ସମ୍ବନ୍ଧୀୟ ସବୁ ବିଷୟରେ ଆଲୋଚନା ହୋଇଛି। ଗୃହରେ ସବୁ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଆମେ ପ୍ରସ୍ତୁତ ଅଛୁ। ଇସ୍ତାହାର ଅନୁଯାୟୀ ପ୍ରତିଶ୍ରୁତି ପୂରଣ କରିବୁ ବୋଲି ନୀବନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe