କୋଇଲା ପରିବହନ କରୁଥିବା ଭାରୀଯାନ ଦୁର୍ଘଟଣାଗ୍ରସ୍ତ

Advertisment

ସୁନ୍ଦରଗଡ଼ ଜିଲ୍ଲା ବାଙ୍କିବାହାଲ ଟପରିଆ ରାସ୍ତା ଲୁଆବାହାଲ ଛକ ବିଳାଇମୁଣ୍ଡା ଠାରେ ଲୁଆବାହାଲ ଲାମ୍ପ୍ସସ ଘର ଭିତରେ କୋଇଲା ପରିବହନ ଭାରୀଯାନ ଦୁର୍ଘଟଣାଗ୍ରସ୍ତ ହୋଇ ପଶିଯାଇଛି।

ସୁନ୍ଦରଗଡ଼ ଜିଲ୍ଲା ବାଙ୍କିବାହାଲ ଟପରିଆ ରାସ୍ତା ଲୁଆବାହାଲ ଛକ ବିଳାଇମୁଣ୍ଡା ଠାରେ ଲୁଆବାହାଲ ଲାମ୍ପ୍ସସ ଘର ଭିତରେ କୋଇଲା ପରିବହନ ଭାରୀଯାନ ଦୁର୍ଘଟଣାଗ୍ରସ୍ତ ହୋଇ ପଶିଯାଇଛି।

savb

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବାଙ୍କିବାହାଲ ଟପରିଆ ରାସ୍ତା ଲୁଆବାହାଲ ଛକ ବିଳାଇମୁଣ୍ଡା ଠାରେ ଲୁଆବାହାଲ ଲାମ୍ପ୍ସସ ଘର ଭିତରେ କୋଇଲା ପରିବହନ ଭାରୀଯାନ ଦୁର୍ଘଟଣାଗ୍ରସ୍ତ ହୋଇ ପଶିଯାଇଛି। ଏ ରାସ୍ତାରେ ଦୁର୍ଘଟଣାଟା ସାଧାରଣ କଥା। କେବେ ଘର ଭିତରକୁ କୋଇଲା ପରିବହନ ଭାରୀଯାନ ପଶି ଯାଉଛି ତ କେବେ ଦୁର୍ଘଟଣା ରେ ଲୋକଙ୍କ ଜୀବନ ଯାଉଛି।

ସୁନ୍ଦରଗଡ଼ ଜିଲ୍ଲା ବାଙ୍କିବାହାଲ ଟପରିଆ ରାସ୍ତା ଲୁଆବାହାଲ ଛକ ବିଳାଇମୁଣ୍ଡା ଠାରେ ଲୁଆବାହାଲ ଲାମ୍ପ୍ସସ ଘର ଭିତରେ କୋଇଲା ପରିବହନ ଭାରୀଯାନ ଦୁର୍ଘଟଣାଗ୍ରସ୍ତ ହୋଇ ପଶିଯାଇଛି। ଏ ରାସ୍ତାରେ ଦୁର୍ଘଟଣାଟା ସାଧାରଣ କଥା। କେବେ ଘର ଭିତରକୁ କୋଇଲା ପରିବହନ ଭାରୀଯାନ ପଶି ଯାଉଛି ତ କେବେ ଦୁର୍ଘଟଣା ରେ ଲୋକଙ୍କ ଜୀବନ ଯାଉଛି।

ଆଜି ଲଗାତାର ଚତୁର୍ଥ ଦିନ ଦୁର୍ଘଟଣା ଲୁଆବାହାଲ ବିଳାଇମୁଣ୍ଡା ଅଂଚଳରେ ଘଟିଛି। କାଲି ଜଣଙ୍କ ଗୋଡ଼ କଟି ଯାଇଥିଲା। ଦୁର୍ଘଟଣାରୁ ବଞ୍ଚିବାପାଇଁ ଲୋକଙ୍କ ଜୀବନ ଜୀବିକା ବଂଚିବା ପାଇଁ ସରକାର ଓ ପ୍ରଶାସନ ତୁରନ୍ତ ବାଙ୍କିବାହାଲ ଟପରିଆ ରାସ୍ତାରେ ଗାଁ ଭିତରେ ଭାରୀଯାନ କୋଇଲା ପରିବହନକୁ ବନ୍ଦ କରାଯାଉ ଓ କୋଲ୍ କରିଡର ରାସ୍ତା ନିର୍ମାଣ କରି ସେହି ରାସ୍ତାରେ କୋଇଲା ପରିବହନ କରୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe