Congress protest: ୧୬ ଦଫା ଦାବି ନେଇ କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ନାଲକୋ ପ୍ଲାଣ୍ଟ ବନ୍ଦ

Advertisment

କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବି ନେଇ ଆଜି ସକାଳୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଧାରଣା ଦିଆଯାଇଛି । ପାରିପାର୍ଶ୍ବିକ ଅଞ୍ଚଳର ଶତାଧିକ ଲୋକ ମୂଖ୍ୟ ଫାଟକ ଆଗରେ ଜମା ହୋଇ ନାଲକୋର କର୍ମଚାରୀଙ୍କୁ ପ୍ଲାଣ୍ଟ ଏବଂ ଖଣି ଅଞ୍ଚଳକୁ ଛାଡୁ ନାହାନ୍ତି।

IMG-20260206-WA0048

କୋରାପୁଟ: କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବି ନେଇ ଆଜି ସକାଳୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଧାରଣା ଦିଆଯାଇଛି । ପାରିପାର୍ଶ୍ବିକ ଅଞ୍ଚଳର ଶତାଧିକ ଲୋକ ମୂଖ୍ୟ ଫାଟକ ଆଗରେ ଜମା ହୋଇ ନାଲକୋର କର୍ମଚାରୀଙ୍କୁ ପ୍ଲାଣ୍ଟ ଏବଂ ଖଣି ଅଞ୍ଚଳକୁ ଛାଡୁ ନାହାନ୍ତି।

IMG-20260206-WA0047

ଖଣି ଅଞ୍ଚଳକୁ କର୍ମଚାରୀଙ୍କୁ ନେଇ ଯାଉଥିବା ବସ ରାସ୍ତା ଉପରେ ଅଟକି ରହିଛି। ନିଯୁକ୍ତି ନାହିଁ ତ କାରଖାନା ନାହିଁ, ଉନ୍ନତି ନାହିଁ ତ ମୁଠାଏ ମାଟି ଦିଆଯିବ ନାହିଁ ବୋଲି କଂଗ୍ରେସ କର୍ମୀ ନାରା ଦେଉଛନ୍ତି | ଲକ୍ଷ୍ମୀପୁର ବିଧାୟକ ଏବଂ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ଏହାର ନେତୃତ୍ୱ ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe