ମୁକୁଳା ଟ୍ରାନ୍ସଫର ସଂସ୍ପର୍ଶରେ ଆସି ଗାଈ ମୃତ, କ୍ଷତିପୂରଣ ଦାବି କଲେ ମାଲିକ

ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଂଚାୟତ ବାଞ୍ଜିପାଲି ଗାଁ ରେ ଥିବା ମୁକୁଳା ଟ୍ରାନ୍ସଫର ସଂସ୍ପର୍ଶରେ ଆସି ନବୀନ ରଣାଙ୍କ ଗାଈର ମୃତ୍ୟୁ ହୋଇଥିବା ଜଣାପଡିଛିI ଗାଈର କ୍ଷତିପୂରଣ ବାବଦକୁ  ସେ ୩୦ ହଜାର ଟଙ୍କା ଦାବି କରିଛନ୍ତି। 

titled

ଧଣ୍ଡାମୁଣ୍ଡା: ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଂଚାୟତ ବାଞ୍ଜିପାଲି ଗାଁ ରେ ଥିବା ମୁକୁଳା ଟ୍ରାନ୍ସଫର ସଂସ୍ପର୍ଶରେ ଆସି ନବୀନ ରଣାଙ୍କ ଗାଈର ମୃତ୍ୟୁ ହୋଇଥିବା ଜଣାପଡିଛିI

ଦୀର୍ଘ ଦିନ ହେଲା ଟ୍ରାନ୍ସଫର୍ମର ମୁକୁଳା ପଡ଼ିଥବା ଓ ଚାରିପଟେ ଅନାବନା ଘାସ ଥିବା ଯୋଗୁଁ ଟ୍ରାନ୍ସଫର୍ମରଟି ବିପଜ୍ଜନକ ଅବସ୍ଥାରେ ଥିଲା I ବିଦ୍ୟୁତ ବିଭାଗ ଏଥିପ୍ରତି କୌଣସି ଦୃଷ୍ଟି ଦେଇ ନଥିଲା I ବିପଦସଂକୁଳ ଅବସ୍ଥାରେ ଥିବା ଟ୍ରାନ୍ସଫମର ସୁରକ୍ଷା ଦୃଷ୍ଟିରୁ ଚାରିଆଡେ ବାଡ଼  ଦେବା କଥା, କିନ୍ତୁ ବିଦ୍ୟୁତ ବିଭାଗର ଖାମଖିଆଲ ମନୋଭାବ ଯୋଗୁ ଗାଈର ମୃତ୍ୟୁ ହୋଇଥିବା ନବୀନ ରଣା ଅଭିଯୋଗ କରିଛନ୍ତି I ଗାଈର କ୍ଷତିପୂରଣ ବାବଦକୁ  ସେ ୩୦ ହଜାର ଟଙ୍କା ଦାବି କରିଛନ୍ତି। 

ସୂଚନାଯୋଗ୍ୟ ଯେ ଦୀର୍ଘ ଦିନ ହେଲା ଟ୍ରାନ୍ସଫର୍ମର ମୁକୁଳା ପଡ଼ିଥବା ଓ ଚାରିପଟେ ଅନାବନା ଘାସ ଥିବା ଯୋଗୁଁ ଟ୍ରାନ୍ସଫର୍ମରଟି ବିପଜ୍ଜନକ ଅବସ୍ଥାରେ ଥିଲା I ବିଦ୍ୟୁତ ବିଭାଗ ଏଥିପ୍ରତି କୌଣସି ଦୃଷ୍ଟି ଦେଇ ନଥିଲା I ବିପଦସଂକୁଳ ଅବସ୍ଥାରେ ଥିବା ଟ୍ରାନ୍ସଫମର ସୁରକ୍ଷା ଦୃଷ୍ଟିରୁ ଚାରିଆଡେ ବାଡ଼  ଦେବା କଥା, କିନ୍ତୁ ବିଦ୍ୟୁତ ବିଭାଗର ଖାମଖିଆଲ ମନୋଭାବ ଯୋଗୁ ଗାଈର ମୃତ୍ୟୁ ହୋଇଥିବା ନବୀନ ରଣା ଅଭିଯୋଗ କରିଛନ୍ତି I ଗାଈର କ୍ଷତିପୂରଣ ବାବଦକୁ  ସେ ୩୦ ହଜାର ଟଙ୍କା ଦାବି କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe