ଗୋରୁ ବୋଝେଇ ପିକଅପ ଜବତ, ୨୫ଟି ଗୋରୁ ଉଦ୍ଧାର

Advertisment

ବସ୍ତା ଥାନା ଅଞ୍ଚଳରୁ ଏକ ପିକଅପରେ କିଛି ଗୋରୁ ବୋଝେଇ ହୋଇ ମୟୁରଭଂଜ ଜିଲା ଦେଇ ପଶ୍ଚିମବଙ୍ଗ ରାଜ୍ୟକୁ ଚାଲାଣ ହେଉଥିବା ବେଳେ ବସ୍ତା ବିଜେପି କର୍ମୀଙ୍କ ପିକଅପଟିକୁ କାବୁ କରାଯାଇଥିବା ବେଳେ ଚାଳକ ଓ ଖଲାସୀ ଘଟଣା ସ୍ଥଳରୁ ଫେରାର୍ ମାରିଛନ୍ତି।

ବସ୍ତା ଥାନା ଅଞ୍ଚଳରୁ ଏକ ପିକଅପରେ କିଛି ଗୋରୁ ବୋଝେଇ ହୋଇ ମୟୁରଭଂଜ ଜିଲା ଦେଇ ପଶ୍ଚିମବଙ୍ଗ ରାଜ୍ୟକୁ ଚାଲାଣ ହେଉଥିବା ବେଳେ ବସ୍ତା ବିଜେପି କର୍ମୀଙ୍କ ପିକଅପଟିକୁ କାବୁ କରାଯାଇଥିବା ବେଳେ ଚାଳକ ଓ ଖଲାସୀ ଘଟଣା ସ୍ଥଳରୁ ଫେରାର୍ ମାରିଛନ୍ତି।

Untitled

ବସ୍ତା୨: ସୋମବାର ମଧ୍ୟରାତ୍ରୀ ସମୟରେ ବସ୍ତା ଥାନା ଅଞ୍ଚଳରୁ ଏକ ପିକଅପରେ କିଛି ଗୋରୁ ବୋଝେଇ ହୋଇ ମୟୁରଭଂଜ ଜିଲା ଦେଇ ପଶ୍ଚିମବଙ୍ଗ ରାଜ୍ୟକୁ ଚାଲାଣ ହେଉଥିବା ବେଳେ ବସ୍ତା ବିଜେପି କର୍ମୀଙ୍କ ପିକଅପଟିକୁ କାବୁ କରାଯାଇଥିବା ବେଳେ ଚାଳକ ଓ ଖଲାସୀ ଘଟଣା ସ୍ଥଳରୁ ଫେରାର୍ ମାରିଛନ୍ତି।

ମଧ୍ୟରାତ୍ରୀ ସମୟରେ ପତ୍ରଝଡ଼ା ପଂଚାୟତ ଅନ୍ତର୍ଗତ କୁଶଡ଼ିହା ଦେଇ ପାଖା ପାଖି ୨୫ଟି ଗୋରୁକୁ ଅତି ଅମାନୁଷିକ ଭାବେ ଏକ ପିକଅପ ଯୋଗେ ଭର୍ତ୍ତି କରି ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା। ଖବର ପାଇ ବସ୍ତା ବିଜେପି ମିଡ଼ିଆ ସେଲ ସଂଯୋଜକ ଇଂ ଦିବାକର ରାଉତଙ୍କ ନେତୃତ୍ବରେ ଏକ ଦଳ କୁଶଡ଼ିହା ଛକ ନିକଟରେ ପିକଅପଟିକୁ କାବୁ କରିଥିଲେ। ପିକଅପଟିରୁ ୨୫ଟି ଗୋରୁ ଉଦ୍ଧାର କରାଯାଇଥିବା ବେଳେ ଚାଳକ ଓ ଖଲାସୀ ଗାଡ଼ି ଛାଡ଼ି ଫେରାର୍ ମାରିଛନ୍ତି। ବସ୍ତା ଥାନା ପୁଲିସ ପହଞ୍ଚି ଗାଡ଼ିଟିକୁ ଜବତ କରି ତଦନ୍ତ ଜାରି ରଖିଛି।

ସୂଚନା ଅନୁସାରେ, ଆଜି ମଧ୍ୟରାତ୍ରୀ ସମୟରେ ପତ୍ରଝଡ଼ା ପଂଚାୟତ ଅନ୍ତର୍ଗତ କୁଶଡ଼ିହା ଦେଇ ପାଖା ପାଖି ୨୫ଟି ଗୋରୁକୁ ଅତି ଅମାନୁଷିକ ଭାବେ ଏକ ପିକଅପ ଯୋଗେ ଭର୍ତ୍ତି କରି ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା। ଖବର ପାଇ ବସ୍ତା ବିଜେପି ମିଡ଼ିଆ ସେଲ ସଂଯୋଜକ ଇଂ ଦିବାକର ରାଉତଙ୍କ ନେତୃତ୍ବରେ ଏକ ଦଳ କୁଶଡ଼ିହା ଛକ ନିକଟରେ ପିକଅପଟିକୁ କାବୁ କରିଥିଲେ। ପିକଅପଟିରୁ ୨୫ଟି ଗୋରୁ ଉଦ୍ଧାର କରାଯାଇଥିବା ବେଳେ ଚାଳକ ଓ ଖଲାସୀ ଗାଡ଼ି ଛାଡ଼ି ଫେରାର୍ ମାରିଛନ୍ତି। ବସ୍ତା ଥାନା ପୁଲିସ ପହଞ୍ଚି ଗାଡ଼ିଟିକୁ ଜବତ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe