ଭଦ୍ରକରେ ଗୋରୁ ଗାଡ଼ି ଜବତ, ୧୧ ଗୋରୁ ଉଦ୍ଧାର

Advertisment

ବେଆଇନ ଗୋରୁ ଚାଲାଣ ହେଉଥିବା ଗୋରୁ ବୋଝେଇ ବୋଝେଇ ଗାଡ଼ି ଭଙ୍ଗାରୁଜା  କରିଛନ୍ତି ଲୋକେ। ସେହି ଗାଡ଼ିରୁ ୧୧ ଗୋରୁ ଉଦ୍ଧାର ହୋଇଛନ୍ତି। ଘଟଣା ଘଟିଛି ଗ୍ରାମାଞ୍ଚଳ ଥାନା ନିକଟ ରାନ୍ଦିଆ ବାଲୁଅ ଛକ ନିକଟରେ।

Untitled

ଭଦ୍ରକ: ବେଆଇନ ଗୋରୁ ଚାଲାଣ ହେଉଥିବା ଗୋରୁ ବୋଝେଇ ବୋଝେଇ ଗାଡ଼ି ଭଙ୍ଗାରୁଜା  କରିଛନ୍ତି ଲୋକେ। ସେହି ଗାଡ଼ିରୁ ୧୧ ଗୋରୁ ଉଦ୍ଧାର ହୋଇଛନ୍ତି। ଘଟଣା ଘଟିଛି ଗ୍ରାମାଞ୍ଚଳ ଥାନା ନିକଟ ରାନ୍ଦିଆ ବାଲୁଅ ଛକ ନିକଟରେ।  ଘଟଣା ସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି। ଘଟଣା ସ୍ଥଳରେ ଚାପା ଉତ୍ତେଜନା ଥିଵାରୁ ଗ୍ରାମାଞ୍ଚଳ ପୁଲିସ ମୁତୟନ ହୋଇଛନ୍ତି।

ଏକ ଜାଇଲୋ ଗାଡ଼ିରେ ୧୨ଟି ଗୋରୁ ବୋଝେଇ ହୋଇ ଆନନ୍ଦପୁରରୁ ଭଦ୍ରକ ଆସୁଥିବା ବେଳେ ସ୍ଥାନୀୟ ଲୋକମାନେ ଖବର ପାଇ ଗାଡ଼ିକୁ ପିଛା କରିଥିଲେ । ଗାଡ଼ିକୁ ଏସକର୍ଟ ଦେଉଥିବା ଲୋକଙ୍କ ସହ ସେମାନଙ୍କର ପାଟିତୁଣ୍ଡ ହୋଇଥିଲା। ପରେ ବାଲୁଅ ଛକ ନିକଟରେ ଲୋକେ ଗାଡ଼ିକୁ ଅଟକାଇବ ସହ ଗାଡ଼ିକୁ ଭଙ୍ଗାରୁଜା କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe