ଭଦ୍ରକ ପୁରୁଣା ବଜାର ଅଞ୍ଚଳରୁ ବିପୁଳ ବାଣ ଜବତ

Advertisment

ଭଦ୍ରକର ପୁରୁଣା ବଜାର ଥାନା ଅଞ୍ଚଳରୁ ଗତ କିଛି ଦିନ ହେଲା ବେଆଇନ ବାଣ ତିଆରି କରୁଥିବା ଲୋକଙ୍କ ଉପରେ ଚଢ଼ାଉ ଜାରି ରହିଛି। ଭଦ୍ରକର ପୁରୁଣା ବଜାର ଥାନା ଅଞ୍ଚଳରୁ ଗତ କିଛି ଦିନ ହେଲା ବେଆଇନ ବାଣ ତିଆରି କରୁଥିବା ଲୋକଙ୍କ ଉପରେ ଚଢ଼ାଉ ଜାରି ରହିଛି।

sm

ଭଦ୍ରକ: ଭଦ୍ରକର ପୁରୁଣା ବଜାର ଥାନା ଅଞ୍ଚଳରୁ ଗତ କିଛି ଦିନ ହେଲା ବେଆଇନ ବାଣ ତିଆରି କରୁଥିବା ଲୋକଙ୍କ ଉପରେ ଚଢ଼ାଉ ଜାରି ରହିଛି। ପୂର୍ବରୁ ବାଣ ବିସ୍ଫୋରଣରେ ଦୁଇ ଜଣ  ଗୁରୁତର ହେବା ପରେ ଏହି ଅଞ୍ଚଳରେ ବେଆଇନ ବାଣ କାରବାର ବୃଦ୍ଧି ପାଉଥିବା ପୁଲିସ ନଜରକୁ ଆସିଥିଲା।  ଭଦ୍ରକର ପୁରୁଣା ବଜାର ପୁଲିସ ଏହି ବେଆଇନ ବାଣ ତିଆରି କରୁଥିବା ଓ ବାଣ ଗଚ୍ଛିତ ରଖିଥିବା ଲୋକଙ୍କ ଘର ଉପରେ ପୁଲିସ ଚଢାଉ କରିଥିଲା।

ଚଢାଉ ବେଳେ ବିପୁଳ ପରିମାଣରେ ବାଣ ଜବତ କରାଯାଇଥିବା ବେଳେ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।  ଜବତ ବାଣର ମୂଲ୍ୟ ପୁଲିସ ଆକଳନ କାଟି ନଥିବା ବେଳେ କାହାରିଙ୍କୁ ଗିରଫ କରି ନାହିଁ। ଜବତ ହୋଇଥିବା ବେଆଇନ ବାଣର ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ଜଣାପଡ଼ିଛି। ତେବେ ଏଇ ଘଟଣାରେ ଆଉ ଯେଉଁମାନଙ୍କର ସମ୍ପୃକ୍ତି ରହିଛି, ସେମାନଙ୍କ ସମ୍ପର୍କରେ ତଦନ୍ତ କରାଯାଉଛି ବୋଲି ପୁଲିସ କହିଛି।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe