୪ ଦିନର ଲୁଚକାଳି ଖେଳ ପରେ ଧରା ପଡ଼ିଲା ୫ ଫୁଟିଆ କୁମ୍ଭୀର

Advertisment

୪ ଦିନର ଲୁଚକାଳି ଖେଳ ପରେ ଶେଷରେ ଧରା ପଡ଼ିଛି ଏକ ୫ ଫୁଟିଆ କୁମ୍ଭୀର | ଘଡ଼ିଆଳ ପ୍ରଜାତିର ଏହି କୁମ୍ଭୀରଟିକୁ ଗ୍ରାମବାସୀଙ୍କ ସହାୟତାରେ ଏକ ଜାଲ ଦ୍ୱାରା ଆଜି ଧରାଯାଇଛି |

୪ ଦିନର ଲୁଚକାଳି ଖେଳ ପରେ ଶେଷରେ ଧରା ପଡ଼ିଛି ଏକ ୫ ଫୁଟିଆ କୁମ୍ଭୀର | ଘଡ଼ିଆଳ ପ୍ରଜାତିର ଏହି କୁମ୍ଭୀରଟିକୁ ଗ୍ରାମବାସୀଙ୍କ ସହାୟତାରେ ଏକ ଜାଲ ଦ୍ୱାରା ଆଜି ଧରାଯାଇଛି |

yr

କାଲିମେଳା: ୪ ଦିନର ଲୁଚକାଳି ଖେଳ ପରେ ଶେଷରେ ଧରା ପଡ଼ିଛି ଏକ ୫ ଫୁଟିଆ କୁମ୍ଭୀର | ଘଡ଼ିଆଳ ପ୍ରଜାତିର ଏହି କୁମ୍ଭୀରଟିକୁ ଗ୍ରାମବାସୀଙ୍କ ସହାୟତାରେ ଏକ ଜାଲ ଦ୍ୱାରା ଆଜି ଧରାଯାଇଛି | ଗତ ଶୁକ୍ରବାର ଦିନ ଠାରୁ ଏହି କୁମ୍ଭୀରଟି ଏମପିଭି ୮୩ ଗ୍ରାମ ପୋଖରୀରେ ଦେଖାଯିବା ପରେ ଗ୍ରାମବାସୀଙ୍କ ମନରେ ଆତଙ୍କ ଖେଳି ଯାଇଥିଲା |

୪ ଦିନର ଲୁଚକାଳି ଖେଳ ପରେ ଶେଷରେ ଧରା ପଡ଼ିଛି ଏକ ୫ ଫୁଟିଆ କୁମ୍ଭୀର | ଘଡ଼ିଆଳ ପ୍ରଜାତିର ଏହି କୁମ୍ଭୀରଟିକୁ ଗ୍ରାମବାସୀଙ୍କ ସହାୟତାରେ ଏକ ଜାଲ ଦ୍ୱାରା ଆଜି ଧରାଯାଇଛି | ଗତ ଶୁକ୍ରବାର ଦିନ ଠାରୁ ଏହି କୁମ୍ଭୀରଟି ଏମପିଭି ୮୩ ଗ୍ରାମ ପୋଖରୀରେ ଦେଖାଯିବା ପରେ ଗ୍ରାମବାସୀଙ୍କ ମନରେ ଆତଙ୍କ ଖେଳି ଯାଇଥିଲା |

ପୋଖରୀରେ କୁମ୍ଭୀରକୁ ଦେଖିବା ପରେ ବନ ବିଭାଗକୁ ଖବର ଦିଆ ଯାଇଥିଲା | ବନ ବିଭାଗ, ଅଗ୍ନିଶମ ବାହିନୀ ଜାଲ ଓ ପାୱାର ବୋଟ ଦ୍ୱାରା ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୁମ୍ଭୀରଟି ଚକମା ଦେଇ ଖସି ଯିବାରେ ସଫଳ ହୋଇଥିଲା | ତେବେ ୪ଦିନ ପରେ ଆଜି କୁମ୍ଭୀରଟି ଧରା ପଡ଼ିବା ପରେ ଲୋକମାନେ ଆଶ୍ବସ୍ତି ଅନୁଭବ କରିଛନ୍ତି | କୁମ୍ଭୀରଟିର ସ୍ଵାସ୍ତ୍ୟ ପରୀକ୍ଷା କରାଯିବା ପରେ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଛାଡ଼ି ଦିଆଯିବ ବୋଲି ସୂଚନା ମିଳିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe