ବୈତରଣୀର ଶାଖା ବୁଢ଼ାନଦୀରେ କୁମ୍ଭୀର

ଯାଜପୁରରେ ବୈତରଣୀର ଶାଖା ବୁଢ଼ାନଦୀରେ କୁମ୍ଭୀର ଦେଖିବାକୁ ମିଳିଛି। ମଲ୍ଲିକାପୁର ଅଞ୍ଚଳରେ ପାଣି ଭିତରେ କୁମ୍ଭୀର ଦେଖିବା ପରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

cro

ଯାଜପୁରସଦର: ଯାଜପୁରରେ ବୈତରଣୀର ଶାଖା ବୁଢ଼ାନଦୀରେ କୁମ୍ଭୀର ଦେଖିବାକୁ ମିଳିଛି। ମଲ୍ଲିକାପୁର ଅଞ୍ଚଳରେ ପାଣି ଭିତରେ କୁମ୍ଭୀର ଦେଖିବା ପରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏହି ନଦୀ ଖରସ୍ରୋତାରେ ମିଶିଥିବାବେଳେ ଖରସ୍ରୋତା କେନ୍ଦ୍ରାପଡ଼ା ଦେଇ ସମୁଦ୍ରରେ ମିଶିଛି। ଖରସ୍ରୋତାରେ ପୂର୍ବରୁ କୁମ୍ଭୀର ଦେଖିବାକୁ ମିଳୁଥିବାବେଳେ ସେଠାରୁ ବୁଢ଼ାନଦୀକୁ ଏହା ଚାଲି ଆସିଥିବା କୁହାଯାଉଛି।

ଏହି ଘଟଣା ପରେ ଯାଜପୁରରୋଡ ବନାଞ୍ଚଳ ପକ୍ଷରୁ ବୁଢ଼ାନଦୀ ଭିତରକୁ ନ ଯିବା ଲାଗି ସାଧାରଣ ଲୋକଙ୍କୁ ସତର୍କ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe