ରାଉରକେଲା: ନାଳାରୁ ନବଜାତ ଶିଶୁକନ୍ୟାର ଶବ ଉଦ୍ଧାର

ସେକ୍ଟର -୧ ଜି ଓ ଏଫ ପଡ଼ିଆ ନିକଟସ୍ଥ ନାଳାରୁ ନବଜାତ ଶିଶୁକନ୍ୟାର ଶବ ଉଦ୍ଧାର ହୋଇଛି l ତାକୁ କେହି ମାରି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛିl ସେକ୍ଟର-୩ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଛି l ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛିl 

ୂର

ରାଉରକେଲା: ସେକ୍ଟର -୧ ଜି ଓ ଏଫ ପଡ଼ିଆ ନିକଟସ୍ଥ ନାଳାରୁ ନବଜାତ ଶିଶୁକନ୍ୟାର ଶବ ଉଦ୍ଧାର ହୋଇଛି l ତାକୁ କେହି ମାରି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛିl ସେକ୍ଟର-୩ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଛି l ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛିl 

ସେକ୍ଟର -୧ ଜି ଓ ଏଫ ପଡ଼ିଆ ନିକଟସ୍ଥ ନାଳାରୁ ନବଜାତ ଶିଶୁକନ୍ୟାର ଶବ ଉଦ୍ଧାର ହୋଇଛି l ତାକୁ କେହି ମାରି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛିl ସେକ୍ଟର-୩ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଛି l ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛିl ଆଜି ସକାଳେ ନାଳା କଚଡ଼ା ଉପରେ ଶିଶୁକନ୍ୟାର ଶବ ପଡ଼ିଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ l

ଆଜି ସକାଳେ ନାଳା କଚଡ଼ା ଉପରେ ଶିଶୁକନ୍ୟାର ଶବ ପଡ଼ିଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe