ଜଙ୍ଗଲରୁ ମିଳିଲା ଫାଇନାନ୍ସ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ

Advertisment

ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ବଡ଼ମାଳ ଫାଣ୍ଡି ଅଧୀନସ୍ଥ ଗୋଏଲଭାଡ଼ି ବର୍ଣି ଜଙ୍ଗଲରେ ଜଣେ ଫାଇନାନ୍ସ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଠାବ କରିଛି ପୁଲିସ। ଫାଇନାସ୍ଟ କର୍ମଚାରୀଜଣକ ଟିଟିଲାଗଡ଼ ଥାନା ସର୍ଗିଗୁଡ଼ାର ଉତ୍ତମ ନାଗ ବୋଲି ଜଣାପଡ଼ିଛି।

saintala

ସଇଁତଳା: ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ବଡ଼ମାଳ ଫାଣ୍ଡି ଅଧୀନସ୍ଥ ଗୋଏଲଭାଡ଼ି ବର୍ଣି ଜଙ୍ଗଲରେ ଜଣେ ଫାଇନାନ୍ସ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଠାବ କରିଛି ପୁଲିସ। ଫାଇନାସ୍ଟ କର୍ମଚାରୀଜଣକ ଟିଟିଲାଗଡ଼ ଥାନା ସର୍ଗିଗୁଡ଼ାର ଉତ୍ତମ ନାଗ ବୋଲି ଜଣାପଡ଼ିଛି। ସେ ୩ ବର୍ଷ ହେବ ଟିଟିଲାଗଡ଼ ସ୍ଥିତ ବଜାଜ ଫାଇନାନ୍ସରେ କାମ କରୁଥିଲେ। ସେ ଗତ ୨ ତାରିଖରୁ ନିଖୋଜ ଥିବା ବେଳେ ତାଙ୍କ ପରିବାର ଲୋକେ ନିଖୋଜ ହୋଇଥିବା ନେଇ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିଲେ।

ଘଟଣାସ୍ଥଳ ନିକଟରୁ ମୋଟର ସାଇକେଲ (ନମ୍ବର – ଓଡି ୦୮ ଏଚ୍୮୮୬୮)କୁ ପୁଲିସ୍ ଜବତ କରିଛି। ମୃତକ କମ୍ପାନୀର ଲକ୍ଷାଧିକ ଟଙ୍କା ହେରଫେର କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe