ଆମ୍ବ ବଗିଚାରୁ ଗଳିତ ଶବ ଉଦ୍ଧାର

Advertisment

ମାଟିରେ ଅର୍ଦ୍ଧ ପୋତା ଅବସ୍ଥାରେ ଥିବା ଗଳିତ ଶବ ଉଦ୍ଧାର।ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଲଦୋପଡ଼ାର ଏକ ପୁରୁଣା ଆମ୍ବ ବଗିଚାରୁ ଗଳିତ ଶବ ମିଳିଛି। ମୃତକଙ୍କର ପରିଚୟ ଅସ୍ପଷ୍ଟ।

ମାଟିରେ ଅର୍ଦ୍ଧ ପୋତା ଅବସ୍ଥାରେ ଥିବା ଗଳିତ ଶବ ଉଦ୍ଧାର।ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଲଦୋପଡ଼ାର ଏକ ପୁରୁଣା ଆମ୍ବ ବଗିଚାରୁ ଗଳିତ ଶବ ମିଳିଛି। ମୃତକଙ୍କର ପରିଚୟ ଅସ୍ପଷ୍ଟ।

xcv

କୁଚିଣ୍ଡା: ମାଟିରେ ଅର୍ଦ୍ଧ ପୋତା ଅବସ୍ଥାରେ ଥିବା ଗଳିତ ଶବ ଉଦ୍ଧାର।ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଲଦୋପଡ଼ାର ଏକ ପୁରୁଣା ଆମ୍ବ ବଗିଚାରୁ ଗଳିତ ଶବ ମିଳିଛି। ମୃତକଙ୍କର ପରିଚୟ ଅସ୍ପଷ୍ଟ। ଘଟଣା ସ୍ଥଳରେ ଜମନକିରା ପୁଲିସ ତଦନ୍ତ ଜାରି ରଖିଛି। ତାଙ୍କୁ କେହି  ହତ୍ୟା କରି ପୋତି ଦେଇଥିବା ସନ୍ଦେହ ଉପୁଜିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe