ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଜମିବାଡ଼ି ବିବାଦକୁ ନେଇ ହତ୍ୟା ଅଭିଯୋଗ

Advertisment

କଙ୍କଡାହାଡ଼ ଥାନା ମରୁଆବିଲ ଗାଁ ଗୋଡିସାହି ସନ୍ନିକଟ ଝୁମୁକାନାଳରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ କାଳିଆପାଣି ଥାନା ଭୀମଟାଙ୍ଗର ଗାଁର ଉପେନ୍ଦ୍ର ମହାନ୍ତ। ମୃତକ ଉପେନ୍ଦ୍ରଙ୍କ ପୁଅ ଅଭିଯୋଗ କରିଛନ୍ତି ଜମିବାଡ଼ି ବିବାଦକୁ ନେଇ ବାପାକୁ ହତ୍ୟା କରାଯାଇଛି।

କଙ୍କଡାହାଡ଼ ଥାନା ମରୁଆବିଲ ଗାଁ ଗୋଡିସାହି ସନ୍ନିକଟ ଝୁମୁକାନାଳରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ କାଳିଆପାଣି ଥାନା ଭୀମଟାଙ୍ଗର ଗାଁର ଉପେନ୍ଦ୍ର ମହାନ୍ତ। ମୃତକ ଉପେନ୍ଦ୍ରଙ୍କ ପୁଅ ଅଭିଯୋଗ କରିଛନ୍ତି ଜମିବାଡ଼ି ବିବାଦକୁ ନେଇ ବାପାକୁ ହତ୍ୟା କରାଯାଇଛି।

Dead

କାମାକ୍ଷାନଗର: କଙ୍କଡାହାଡ଼ ଥାନା ମରୁଆବିଲ ଗାଁ ଗୋଡିସାହି ସନ୍ନିକଟ ଝୁମୁକାନାଳରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି।ସୂଚନା ମୁତାବକ କାଳିଆପାଣି ଥାନା ଭୀମଟାଙ୍ଗର ଗାଁର ଉପେନ୍ଦ୍ର ମହାନ୍ତ(୬୩)ଙ୍କ ମୃତଦେହ ଝୁମୁକାନାଳରେ  ପଡିଥିବା ନେଇ କଙ୍କଡାହାଡ଼ ପୁଲିସ ଗତକାଲି ଅପରାହ୍ନ ୧.୩୦ ବେଳେ ଖବର ପାଇଥିଲେ ।କଙ୍କଡାହାଡ଼ ଥାନା ଅଧିକାରୀ କଳ୍ପନା ବେହେରା,ଏଏସଆଇ ସାରଦା ପ୍ରସାଦ ସାମନ୍ତ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି କାମାକ୍ଷାନଗର ଉପଖଣ୍ଡ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।

କଙ୍କଡାହାଡ଼ ଥାନା ମରୁଆବିଲ ଗାଁ ଗୋଡିସାହି ସନ୍ନିକଟ ଝୁମୁକାନାଳରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଉପେନ୍ଦ୍ରଙ୍କ ପୁଅ ଅଭିଯୋଗ କରିଛନ୍ତି ଜମିବାଡ଼ି ବିବାଦକୁ ନେଇ ବାପାକୁ ହତ୍ୟା କରାଯାଇଛି। ଏ ସଂକ୍ରାନ୍ତରେ ଥାନା ଅଧିକାରୀ କଳ୍ପନା ବେହେରା କହିଛନ୍ତି, ଝୁମୁକାନାଳ ରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠା ଯାଇଛି । କେଉଁ ଘଟଣା ପାଇଁ ହତ୍ୟାକଣ୍ଡ ଘଟିଛି ଏହାର ତଦନ୍ତ ଜାରି ରହିଛି ।

କାମାକ୍ଷାନଗର ମେଡିକାଲରେ ଡାକ୍ତର ଅଭାବ କାରଣରୁ ଶବ ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ମରୁଆବିଲ ଠାରୁ କାମାକ୍ଷାନଗର ୫୦ କିମି ଦୂରତା ହେଇଥିବା ବେଳେ କାମାକ୍ଷାନଗର ଠାରୁ ଢେଙ୍କାନାଳ ୩୫ କିମି ଦୂରତା । କାମାକ୍ଷାନଗର ଠାରେ ଉପଖଣ୍ଡ ଚିକିତ୍ସାଳୟ ଥିବାବେଳେ ଏଠି ଡାକ୍ତର ସମସ୍ୟା ଓ ଅନ୍ୟାନ୍ୟ ସମସ୍ୟା ଥିବା କାରଣରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇ ଢେଙ୍କାନାଳ ଯାଇ  ଶବବ୍ୟବଚ୍ଛେଦ କରୁଛନ୍ତି ।

ମୃତକ ଉପେନ୍ଦ୍ରଙ୍କ ପୁଅ ଅଭିଯୋଗ କରିଛନ୍ତି ଜମିବାଡ଼ି ବିବାଦକୁ ନେଇ ବାପାକୁ ହତ୍ୟା କରାଯାଇଛି। ଏ ସଂକ୍ରାନ୍ତରେ ଥାନା ଅଧିକାରୀ କଳ୍ପନା ବେହେରା କହିଛନ୍ତି, ଝୁମୁକାନାଳ ରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠା ଯାଇଛି । କେଉଁ ଘଟଣା ପାଇଁ ହତ୍ୟାକଣ୍ଡ ଘଟିଛି ଏହାର ତଦନ୍ତ ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe