୪୦ ଘଣ୍ଟା ପରେ ମିଳିଲା ଜଣେ ଯୁବକଙ୍କ ମୃତଦେହ, ଆରଜଣକ ଏବେ ବି ନିଖୋଜ

Advertisment

୪୦ ଘଣ୍ଟା ପରେ ମିଳିଲା ଜଣେ ଯୁବକଙ୍କ ମୃତଦେହ। ସବଡେଗା ବ୍ଲକ ଯମୁନା ପଞ୍ଚାୟତ ମୟାବାହାଲ ଡଙ୍ଗା ଘାଟ ନିକଟରେ ପାଣି ଭିତରେ ଏକ ପଥରରେ ଅଟକି ରହିଥିଲା ମୃତଦେହ।  ଅନ୍ୟ ଜଣେ ଯୁବକଙ୍କ ଏବେ ପର୍ଯ୍ୟନ୍ତ ପତ୍ତା ମିଳିନାହିଁ ।

୪୦ ଘଣ୍ଟା ପରେ ମିଳିଲା ଜଣେ ଯୁବକଙ୍କ ମୃତଦେହ। ସବଡେଗା ବ୍ଲକ ଯମୁନା ପଞ୍ଚାୟତ ମୟାବାହାଲ ଡଙ୍ଗା ଘାଟ ନିକଟରେ ପାଣି ଭିତରେ ଏକ ପଥରରେ ଅଟକି ରହିଥିଲା ମୃତଦେହ।  ଅନ୍ୟ ଜଣେ ଯୁବକଙ୍କ ଏବେ ପର୍ଯ୍ୟନ୍ତ ପତ୍ତା ମିଳିନାହିଁ ।

Dead

ସୁନ୍ଦରଗଡ଼: ୪୦ ଘଣ୍ଟା ପରେ ମିଳିଲା ଜଣେ ଯୁବକଙ୍କ ମୃତଦେହ। ସବଡେଗା ବ୍ଲକ ଯମୁନା ପଞ୍ଚାୟତ ମୟାବାହାଲ ଡଙ୍ଗା ଘାଟ ନିକଟରେ ପାଣି ଭିତରେ ଏକ ପଥରରେ ଅଟକି ରହିଥିଲା ମୃତଦେହ।  ଅନ୍ୟ ଜଣେ ଯୁବକଙ୍କ ଏବେ ପର୍ଯ୍ୟନ୍ତ ପତ୍ତା ମିଳିନାହିଁ ।

ଗତ ବୁଧବାର ଦିନ ଇବ ନଦୀ କନାକୁଣ୍ଡ ଠାରେ ଭାସିଯାଇଥିଲେ ଦୁଇ ଯୁବକ। କନାକୁଣ୍ଡ ଦର୍ଶନୀୟ ସ୍ଥଳ ଠାରେ ଗାଧୋଇବାକୁ ଯାଇଥିବା ବେଳେ ପ୍ରଖର ସ୍ରୋତରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ ଦୁଇ ଯୁବକ। ଦୁଇ ଯୁବକ ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର  ଥାନା ଅଞ୍ଚଳର ରୋଶନ ପାଶୱାନ ଏବଂ ଜୟନାରାୟଣ ପାତ୍ର ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ଗତ ବୁଧବାର ଦିନ ଇବ ନଦୀ କନାକୁଣ୍ଡ ଠାରେ ଭାସିଯାଇଥିଲେ ଦୁଇ ଯୁବକ। କନାକୁଣ୍ଡ ଦର୍ଶନୀୟ ସ୍ଥଳ ଠାରେ ଗାଧୋଇବାକୁ ଯାଇଥିବା ବେଳେ ପ୍ରଖର ସ୍ରୋତରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ ଦୁଇ ଯୁବକ। ଦୁଇ ଯୁବକ ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର  ଥାନା ଅଞ୍ଚଳର ରୋଶନ ପାଶୱାନ ଏବଂ ଜୟନାରାୟଣ ପାତ୍ର ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe