ସମାଜସେବୀ ଦେବୀଦତ୍ତ ମହାପାତ୍ରଙ୍କ ମୃତଦେହ ଠାବ ଘଟଣା: ସାଇଣ୍ଟିଫିକ୍ ଟିମ୍ ର ତଦନ୍ତ

Advertisment

ରାଜଧାନୀ ଭୁବନେଶ୍ବରର ଯେଉଁ ଓୟେ ହୋଟେଲ ରୁମ୍‌ରୁ ସମାଜସେବୀ ଦେବୀଦତ୍ତ ମହାପାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିଲା, ସେଠାରେ ଏବେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତାପରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯିବା ପରେ ନିଜ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରକୁ ଅଣାଯିବ।

debidutta

ଭୁବନେଶ୍ବର/କାମାକ୍ଷାନଗର: ରାଜଧାନୀ ଭୁବନେଶ୍ବରର ଯେଉଁ ଓୟେ ହୋଟେଲ ରୁମ୍‌ରୁ ସମାଜସେବୀ ଦେବୀଦତ୍ତ ମହାପାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିଲା, ସେଠାରେ ଏବେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତାପରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯିବା ପରେ ନିଜ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରକୁ ଅଣାଯିବ। ସେଠାରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ଜଣାଯାଇଛି। ଏଣେ ଏବେ ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ଦେବୀଦତ୍ତ ୩ ଦିନ ତଳେ ଭୁବନେଶ୍ୱର ଆସିଥିଲେ। ସେ ଭରତପୁର ଥାନା ଅଞ୍ଚଳରେ ଥିବା ଓୟୋ ହୋଟେଲରେ ରହିଥିଲେ। ହେଲେ ରୁମ୍ ଭିତର ପଟୁ ବନ୍ଦ ଥିବା ବେଳେ ଦୀର୍ଘ ସମୟ ଧରି ଖୋଲିନଥିଲେ ଦେବୀଦତ୍ତ। ପରେ ପୁଲିସ ଉପସ୍ଥିତିରେ ଘରର କବାଟ ଭାଙ୍ଗିବା ପରେ ଝୁଲନ୍ତା ଦେବୀଦତ୍ତଙ୍କ ମୃତଦେହ ଜବତ କରିଛି। ୭ ମାସ ତଳେ ବିବାହ କରିଥିଲେ ଦେବୀଦତ୍ତ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe