ନଦୀକୁ ଡେଇଁଥିବା କଲେଜ ଛାତ୍ରଙ୍କର ମୃତଦେହ ଉଦ୍ଧାର

Advertisment

ଦୁଇ ଦିନ ତଳେ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣେ ଛାତ୍ରଙ୍କର ମୃତଦେହ ଖରସ୍ରୋତା ନଦୀର ତନ୍ତୀଘାଇ ଠାରୁ ଉଦ୍ଧାର ହୋଇଛି। ମୃତକ ହେଲେ ଏନସି କଲେଜର ବିସିଏ ଛାତ୍ର ସୃତି ରଞ୍ଜନ ଜେନା।

Untitled

ଯାଜପୁର: ଦୁଇ ଦିନ ତଳେ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣେ ଛାତ୍ରଙ୍କର ମୃତଦେହ ଖରସ୍ରୋତା ନଦୀର ତନ୍ତୀଘାଇ ଠାରୁ ଉଦ୍ଧାର ହୋଇଛି। ମୃତକ ହେଲେ ଏନସି କଲେଜର ବିସିଏ ଛାତ୍ର ସୃତି ରଞ୍ଜନ ଜେନା।

ସୃତି ରଞ୍ଜନ ଦୁଇ ଦିନ ତଳେ ନଦୀକୁ ଡେଇଁ ପଡ଼ିଥିଲେ। ପ୍ରବଳ ଜଳ ପ୍ରବାହ ଯୋଗୁ ତାଙ୍କୁ ଖୋଜିବାରେ ଓଡ୍ରାଫ ଟିମ୍ ବିଫଳ ହୋଇଥିଲେ। ଆଜି ସକାଳୁ ମୃତଦେହ ଭାସୁଥିବା ଦେଖି ଅଗ୍ନିଶମ ବାହିନୀ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପଠାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe