ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର

Advertisment

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବଜାର ପଛପଟ କେନାଲ କଡରେ ଜଣେ ଅଚିହ୍ନା ମହିଳାଙ୍କର ମୃତଦେହ ପଡ଼ି ରହିଛି। ଖବର ପାଇ ସ୍ଥାନୀୟ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବଜାର ପଛପଟ କେନାଲ କଡରେ ଜଣେ ଅଚିହ୍ନା ମହିଳାଙ୍କର ମୃତଦେହ ପଡ଼ି ରହିଛି। ଖବର ପାଇ ସ୍ଥାନୀୟ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Untitled

ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବଜାର ପଛପଟ କେନାଲ କଡରେ ଜଣେ ଅଚିହ୍ନା ମହିଳାଙ୍କର ମୃତଦେହ ପଡ଼ି ରହିଛି। ଖବର ପାଇ ସ୍ଥାନୀୟ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ ସାଇଣ୍ଟିଫିକ ଟିମ୍ ପହଞ୍ଚିଲା ପରେ ମୃତଦେହକୁ ବ୍ୟବଚ୍ଛେଦ କରାଯିବ। ଏହା ଏକ ହତ୍ୟାକାଣ୍ଡ ନା ଆଉ କିଛି ତଦନ୍ତ ପରେ ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe