ମହୁଲ ଗଛରୁ ମହିଳାଙ୍କ ମୃତଦେହ ଉଦ୍ଧାର

Advertisment

ମହୁଲ ଗଛରୁ ଝୁଲନ୍ତା ଅବସ୍ଥାରେ ରିଆମାଳ ଥାନାର ଖଳିନାଳି ଗ୍ରାମରେ ଆଜି ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ। ମହିଳା ହେଲେ  ରିଆମାଳ ଥାନା ଖଜୁରୀଦର୍ହ ଗ୍ରାମର ସୁକାନ୍ତି ସମର୍ଥା।

ମହୁଲ ଗଛରୁ ଝୁଲନ୍ତା ଅବସ୍ଥାରେ ରିଆମାଳ ଥାନାର ଖଳିନାଳି ଗ୍ରାମରେ ଆଜି ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ। ମହିଳା ହେଲେ  ରିଆମାଳ ଥାନା ଖଜୁରୀଦର୍ହ ଗ୍ରାମର ସୁକାନ୍ତି ସମର୍ଥା।

Untitled

ଦେବଗଡ଼: ମହୁଲ ଗଛରୁ ଝୁଲନ୍ତା ଅବସ୍ଥାରେ ରିଆମାଳ ଥାନାର ଖଳିନାଳି ଗ୍ରାମରେ ଆଜି ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ। ମହିଳା ହେଲେ  ରିଆମାଳ ଥାନା ଖଜୁରୀଦର୍ହ ଗ୍ରାମର ସୁକାନ୍ତି ସମର୍ଥା।

ମହୁଲ ଗଛରୁ ଝୁଲନ୍ତା ଅବସ୍ଥାରେ ରିଆମାଳ ଥାନାର ଖଳିନାଳି ଗ୍ରାମରେ ଆଜି ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ। ମହିଳା ହେଲେ  ରିଆମାଳ ଥାନା ଖଜୁରୀଦର୍ହ ଗ୍ରାମର ସୁକାନ୍ତି ସମର୍ଥା। ସୂଚନା ଅନୁଯାୟୀ,୫ ଦିନ ହେଲା ସେ ନିଖୋଜ ଥିବାବେଳେ ଆଜି ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଲିସ୍ ଘଟଣ।ସ୍ଥଳରେ ପହଞ୍ଚି ଶବ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ,୫ ଦିନ ହେଲା ସେ ନିଖୋଜ ଥିବାବେଳେ ଆଜି ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଲିସ୍ ଘଟଣ।ସ୍ଥଳରେ ପହଞ୍ଚି ଶବ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe