ମାଲବାହୀ ଟ୍ରେନବଗିରୁ ମହିଳାଙ୍କ ଶବ ଉଦ୍ଧାର, ହତ୍ୟା ‌ସ‌ନ୍ଦେହ

Advertisment

ପାରାଦୀପରେ ଏକ ମାଲବାହୀ ଟ୍ରେନବଗିରୁ ଜଣେ ମହିଳାଙ୍କ ଶବ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ। ସମ୍ବଲପୁରରୁ କୋଇଲା ଆଣି ଆସିଥିଲା ଟ୍ରେନ୍। ହତ୍ଯା ସନ୍ଦେହ ଉପୁଜିଛି।

ପାରାଦୀପରେ ଏକ ମାଲବାହୀ ଟ୍ରେନବଗିରୁ ଜଣେ ମହିଳାଙ୍କ ଶବ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ। ସମ୍ବଲପୁରରୁ କୋଇଲା ଆଣି ଆସିଥିଲା ଟ୍ରେନ୍। ହତ୍ଯା ସନ୍ଦେହ ଉପୁଜିଛି।

New Project (13)

ଜଗତ୍‌ସିଂହପୁର: ପାରାଦୀପରେ ଏକ ମାଲବାହୀ ଟ୍ରେନବଗିରୁ ଜଣେ ମହିଳାଙ୍କ ଶବ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ। ସମ୍ବଲପୁରରୁ କୋଇଲା ଆଣି ଆସିଥିଲା ଟ୍ରେନ୍। କୋଇଲା ଖାଲି କରିବା ବେଳେ ବାହାରିଥିଲା ମହିଳାଙ୍କ ଶବ। ଏହି ଘଟଣା ନେଇ ପାରାଦୀପ ଆଦର୍ଶ ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ହତ୍ଯା ସନ୍ଦେହ ଉପୁଜିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe