ଜଙ୍ଗଲ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର

Advertisment

ଘରୋଇ କଳହକୁ ନେଇ ଜଣେ ମହିଳା ୫ଦିନ ହେବ ନିଖୋଜ ଥିଲେ। ଆଜି ତାଙ୍କ ମୃତଦେହ ଦୟନୀୟ ଅବସ୍ଥାରେ କାଇମାଟିଆର ଏକ ଜଙ୍ଗଲ ଭିତରୁ ଦେଖିବାକୁ ମିଳିଛି। ମହିଳା ଜଟଣୀ ବ୍ଲକ କାଇମାଟିଆ ଗ୍ରାମର ବୋଲି ଜଣାପଡ଼ିଛିl

ଘରୋଇ କଳହକୁ ନେଇ ଜଣେ ମହିଳା ୫ଦିନ ହେବ ନିଖୋଜ ଥିଲେ। ଆଜି ତାଙ୍କ ମୃତଦେହ ଦୟନୀୟ ଅବସ୍ଥାରେ କାଇମାଟିଆର ଏକ ଜଙ୍ଗଲ ଭିତରୁ ଦେଖିବାକୁ ମିଳିଛି। ମହିଳା ଜଟଣୀ ବ୍ଲକ କାଇମାଟିଆ ଗ୍ରାମର ବୋଲି ଜଣାପଡ଼ିଛିl

Dead

ଜଟଣୀ: ଘରୋଇ କଳହକୁ ନେଇ ଜଣେ ମହିଳା ୫ଦିନ ହେବ ନିଖୋଜ ଥିଲେ। ଆଜି ତାଙ୍କ ମୃତଦେହ ଦୟନୀୟ ଅବସ୍ଥାରେ କାଇମାଟିଆର ଏକ ଜଙ୍ଗଲ ଭିତରୁ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ଗାଧେଇବାକୁ ଯିବା ସମୟରେ ପୋଖରୀ ନିକଟରେ ଥିବା ଜଙ୍ଗଲରେ ମୃତଦେହ ଝୁଲୁଥିବା ଦେଖି ଭୟଭୀତ ହୋଇଥିଲେ। ସେ ଗ୍ରାମବାସୀଙ୍କୁ ଡାକିଥିଲେ।

ଘରୋଇ କଳହକୁ ନେଇ ଜଣେ ମହିଳା ୫ଦିନ ହେବ ନିଖୋଜ ଥିଲେ। ଆଜି ତାଙ୍କ ମୃତଦେହ ଦୟନୀୟ ଅବସ୍ଥାରେ କାଇମାଟିଆର ଏକ ଜଙ୍ଗଲ ଭିତରୁ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ଗାଧେଇବାକୁ ଯିବା ସମୟରେ ପୋଖରୀ ନିକଟରେ ଥିବା ଜଙ୍ଗଲରେ ମୃତଦେହ ଝୁଲୁଥିବା ଦେଖି ଭୟଭୀତ ହୋଇଥିଲେ। ସେ ଗ୍ରାମବାସୀଙ୍କୁ ଡାକିଥିଲେl

ଲୋକେ ଇନ୍ଫୋଭାଲି ପୁଲିସକୁ ଖବର ଦେବା ପରେ ଏବେ ସେବା ବ୍ୟବଚ୍ଛେଦ ଓ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ସେଇ ମହିଳା ଜଟଣୀ ବ୍ଲକ କାଇମାଟିଆ ଗ୍ରାମର ବୋଲି ଜଣାପଡ଼ିଛିl

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe