ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଆଜି ସକାଳେ କିଛି ଲୋକ ସେହି ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଜଣେ ମହିଳାଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ। ମୃତଦେହ ଚିହ୍ନଟ କରାଯିବା ପରେ ପରିବାର ଲୋକଙ୍କୁ ଖବର ଦେବା ସହ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ ଗ୍ରାମବାସୀ।

New Project (10)

ବୈପାରିଗୁଡ଼ା: ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣା ଅନୁଯାୟୀ ବୈପାରିଗୁଡା ବ୍ଲକର ମୂଷାପଦର ଗ୍ରାମର ମୁତାଇ ଗୋଲରୀ ଗତକାଲି କୌଣସି କାମରେ ଧଳପୁର ଗ୍ରାମକୁ ଯାଇଥିଲେ। କାମ ସାରି ସନ୍ଧ୍ୟା ୬ଟାରେ ଧଳପୁର ନିକଟସ୍ଥ ପୋଖରୀ ରାସ୍ତା ଦେଇ ନିଜ ଗାଁକୁ ଫେରୁଥିବା ବେଳେ ଅସାବଧାନତା କାରଣରୁ ଗୋଡ଼ ଖସି ଯିବାରୁ ପାଣିରେ ବୁଡ଼ି ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ। 

 ଘଟଣା ଅନୁଯାୟୀ ବୈପାରିଗୁଡା ବ୍ଲକର ମୂଷାପଦର ଗ୍ରାମର ମୁତାଇ ଗୋଲରୀ ଗତକାଲି କୌଣସି କାମରେ ଧଳପୁର ଗ୍ରାମକୁ ଯାଇଥିଲେ। କାମ ସାରି ସନ୍ଧ୍ୟା ୬ଟାରେ ଧଳପୁର ନିକଟସ୍ଥ ପୋଖରୀ ରାସ୍ତା ଦେଇ ନିଜ ଗାଁକୁ ଫେରୁଥିବା ବେଳେ ଅସାବଧାନତା କାରଣରୁ ଗୋଡ଼ ଖସି ଯିବାରୁ ପାଣିରେ ବୁଡ଼ି ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ। ଆଜି ସକାଳେ କିଛି ଲୋକ ସେହି ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଜଣେ ମହିଳାଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ।

ଆଜି ସକାଳେ କିଛି ଲୋକ ସେହି ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଜଣେ ମହିଳାଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ। ମୃତଦେହ ଚିହ୍ନଟ କରାଯିବା ପରେ ପରିବାର ଲୋକଙ୍କୁ ଖବର ଦେବା ସହ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ ଗ୍ରାମବାସୀ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ପୁଲିସକୁ ହସ୍ତାନ୍ତର କରିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe