Husband beat her to death
ଭୋଗରାଇ: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଚନ୍ଦନେଶ୍ଵର- ତାଳସାରି ରାସ୍ତାର ବିନ୍ଧା ପଦ୍ମପୁର ଛକ ନିକଟରେ ରାସ୍ତା ଉପରେ ପଡ଼ିଛି ଯୁବକଙ୍କ ମୃତଦେହ। ଦୁର୍ଘଟଣାରୁ ମୃତ୍ୟୁ ନା ହତ୍ୟା, ଏହାର ତଦନ୍ତ କରୁଛି ତାଳସାରି ପୁଲିସ। ମୃତ ଯୁବକ ହେଲେ ବରବରିଆ ଗ୍ରାମର ଶିବଶଙ୍କର ପଣ୍ଡା। ସକାଳୁ ରାସ୍ତା ଉପରେ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ଖବର ଦେଇଥିଲେ ପୁଲିସକୁ। ପୂର୍ବ ଶତ୍ରୁତାକୁ ନେଇ ହତ୍ୟା ହୋଇଥିବ ବୋଲି ଅନୁମାନ କରାଯାଉଛି।
ଚନ୍ଦନେଶ୍ଵର- ତାଳସାରି ରାସ୍ତାର ବିନ୍ଧା ପଦ୍ମପୁର ଛକ ନିକଟରେ ରାସ୍ତା ଉପରେ ପଡ଼ିଛି ଯୁବକଙ୍କ ମୃତଦେହ। ଦୁର୍ଘଟଣାରୁ ମୃତ୍ୟୁ ନା ହତ୍ୟା, ଏହାର ତଦନ୍ତ କରୁଛି ତାଳସାରି ପୁଲିସ। ମୃତ ଯୁବକ ହେଲେ ବରବରିଆ ଗ୍ରାମର ଶିବଶଙ୍କର ପଣ୍ଡା। ସକାଳୁ ରାସ୍ତା ଉପରେ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ଖବର ଦେଇଥିଲେ ପୁଲିସକୁ। ପୂର୍ବ ଶତ୍ରୁତାକୁ ନେଇ ହତ୍ୟା ହୋଇଥିବ ବୋଲି ଅନୁମାନ କରାଯାଉଛି। ଅନ୍ୟପଟେ ପ୍ରତ୍ୟେକ ଦିନ ବିଳମ୍ବିତ ରାତିରେ ସେହି ରାସ୍ତା ଦେଇ ବେଧଡ଼କ ବାଲି ଚୋରାଚାଲାଣ ହୋଇଥାଏ। ଦ୍ରୁତ ଗତିରେ ବାଲି ଗାଡ଼ିରେ ଦୁର୍ଘଟଣା ହୋଇପାରେ ବୋଲି ମଧ୍ୟ୍ୟ ଅନୁମାନ କରାଯାଉଛି।
ଅନ୍ୟପଟେ ପ୍ରତ୍ୟେକ ଦିନ ବିଳମ୍ବିତ ରାତିରେ ସେହି ରାସ୍ତା ଦେଇ ବେଧଡ଼କ ବାଲି ଚୋରାଚାଲାଣ ହୋଇଥାଏ। ଦ୍ରୁତ ଗତିରେ ବାଲି ଗାଡ଼ିରେ ଦୁର୍ଘଟଣା ହୋଇପାରେ ବୋଲି ମଧ୍ୟ୍ୟ ଅନୁମାନ କରାଯାଉଛି। ତେବେ ପୁଲିସ ତଦନ୍ତ ପରେ ହିଁ ସତ୍ୟାସତ୍ୟ ପଦାକୁ ଆସିବl
death
Follow Us