ଏୟାରଫିଲଡ ଥାନା ବିରିବନ୍ଧରୁ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

Advertisment

ଏୟାରଫିଲଡ ଥାନା ଅନ୍ତର୍ଗତ ବିରିବନ୍ଧରୁ ଏକ ଗଳିତ ମୃତଦେହ ଉଦ୍ଧାର ହୋଇଛି।। ବିଲ ମଝିରେ ପଡିଥିବା ଏହି ମୃତଦେହକୁ ଉଦ୍ଧାର କରିଛି ପ୍ରଦୀପ ସେବା ଟ୍ରଷ୍ଟ । ମୃତ ଯୁବକଙ୍କ ନାଁ ଜିତୁ ଭୋଇ।

ଏୟାରଫିଲଡ ଥାନା ଅନ୍ତର୍ଗତ ବିରିବନ୍ଧରୁ ଏକ ଗଳିତ ମୃତଦେହ ଉଦ୍ଧାର ହୋଇଛି।। ବିଲ ମଝିରେ ପଡିଥିବା ଏହି ମୃତଦେହକୁ ଉଦ୍ଧାର କରିଛି ପ୍ରଦୀପ ସେବା ଟ୍ରଷ୍ଟ । ମୃତ ଯୁବକଙ୍କ ନାଁ ଜିତୁ ଭୋଇ।

ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ପ୍ରସଙ୍ଗ : ଫେରାର ସଂପାଦକଙ୍କ ଗୁମର ଫିଟୁଛି

ଭୁବନେଶ୍ବର: ଏୟାରଫିଲଡ ଥାନା ଅନ୍ତର୍ଗତ ବିରିବନ୍ଧରୁ ଏକ ଗଳିତ ମୃତଦେହ ଉଦ୍ଧାର ହୋଇଛି।। ବିଲ ମଝିରେ ପଡିଥିବା ଏହି ମୃତଦେହକୁ ଉଦ୍ଧାର କରିଛି ପ୍ରଦୀପ ସେବା ଟ୍ରଷ୍ଟ । ମୃତ ଯୁବକଙ୍କ ନାଁ ଜିତୁ ଭୋଇ। ମୃତଦେହର ପାଟିରୁ ଫେଣ ବାହାରିଛି । ସାର୍ଟରେ ବେକ ବନ୍ଧାଯାଇଛି। ତେବେ ପ୍ରାଥମିକ ତଦନ୍ତ ବେଳେ ପୁଲିସ ଏହାକୁ ଏକ ଅପମୃତ୍ୟୁ ମାମଲା ବୋଲି ସନ୍ଦେହ କରୁଛି ।

ବିରିବନ୍ଧରୁ ଏକ ଗଳିତ ମୃତଦେହ ଉଦ୍ଧାର ହୋଇଛି।। ବିଲ ମଝିରେ ପଡିଥିବା ଏହି ମୃତଦେହକୁ ଉଦ୍ଧାର କରିଛି ପ୍ରଦୀପ ସେବା ଟ୍ରଷ୍ଟ । ମୃତ ଯୁବକଙ୍କ ନାଁ ଜିତୁ ଭୋଇ। ମୃତଦେହର ପାଟିରୁ ଫେଣ ବାହାରିଛି । ସାର୍ଟରେ ବେକ ବନ୍ଧାଯାଇଛି। ତେବେ ପ୍ରାଥମିକ ତଦନ୍ତ ବେଳେ ପୁଲିସ ଏହାକୁ ଏକ ଅପମୃତ୍ୟୁ ମାମଲା ବୋଲି ସନ୍ଦେହ କରୁଛି । ପୁଲିସ ଉପସ୍ଥିତିରେ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଛି। ସେପଟେ ମୃତକଙ୍କ ଗାଁ ଲୋକ ଏହାକୁ ଏକ ହତ୍ୟାକାଣ୍ଡ ବୋଲି କହି ଅଭିଯୋଗ ଆଣିଛନ୍ତି।

ପୁଲିସ ଉପସ୍ଥିତିରେ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଛି। ସେପଟେ ମୃତକଙ୍କ ଗାଁ ଲୋକ ଏହାକୁ ଏକ ହତ୍ୟାକାଣ୍ଡ ବୋଲି କହି ଅଭିଯୋଗ ଆଣିଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଯିବାକୁ ଦେଉନାହାନ୍ତି  ଲୋକେ। ଘଟଣାସ୍ଥଳରେ କ୍ୟାପିଟାଲ ହସ୍ପିଟାଲ ଫାଣ୍ଡି ପକ୍ଷରୁ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରାଯାଉଛି । ସେପଟେ ଯାହା ଅଭିଯୋଗ କରିବା କଥା, ଥାନାରେ କରିବାକୁ କହିଛି ପୁଲିସ ।

death

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe