ଅରଡେଇ ନଦୀରୁ ଯୁବକଙ୍କ ଶବ ଉଦ୍ଧାର

Advertisment

କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବାଙ୍କମାରୁଣୀ ଅରଡେଇ ନଦୀରୁ ଆଜି ଜଣେ ଯୁବକଙ୍କ ଶବ ପୁଲିସ ଉଦ୍ଧାର କରିଛି। ମୃତକ ହେଲେ ଗୋବର୍ଦ୍ଧନ ପଞ୍ଚାୟତ ବାଲିସୁଆଁ ଗ୍ରାମର ଅମିନ ନାଏକ ଙ୍କ ପୁଅ ତରଣୀସେନ ନାଏକ(୩୫)।

କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବାଙ୍କମାରୁଣୀ ଅରଡେଇ ନଦୀରୁ ଆଜି ଜଣେ ଯୁବକଙ୍କ ଶବ ପୁଲିସ ଉଦ୍ଧାର କରିଛି। ମୃତକ ହେଲେ ଗୋବର୍ଦ୍ଧନ ପଞ୍ଚାୟତ ବାଲିସୁଆଁ ଗ୍ରାମର ଅମିନ ନାଏକ ଙ୍କ ପୁଅ ତରଣୀସେନ ନାଏକ(୩୫)।

sm

ପଦ୍ମପୁର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବାଙ୍କମାରୁଣୀ ଅରଡେଇ ନଦୀରୁ ଆଜି ଜଣେ ଯୁବକଙ୍କ ଶବ ପୁଲିସ ଉଦ୍ଧାର କରିଛି। ମୃତକ ହେଲେ ଗୋବର୍ଦ୍ଧନ ପଞ୍ଚାୟତ ବାଲିସୁଆଁ ଗ୍ରାମର ଅମିନ ନାଏକ ଙ୍କ ପୁଅ ତରଣୀସେନ ନାଏକ(୩୫)। ସେ ଗତ ୨୫ତାରିଖ ସକାଳ ୯ଟାରୁ ନଦୀକୁ ଗାଧୋଇବାକୁ ଆସି ଆଉ ଘରକୁ ଫେରିନଥିଲେ।ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରି ନପାରିବାରୁ ଚିନ୍ତିତ ଥିଲେ। ଆଜି ପୋଲ ନିକଟରେ ତାଙ୍କର ଶବ ଭାସୁଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ।

ବାଙ୍କମାରୁଣୀ ଅରଡେଇ ନଦୀରୁ ଆଜି ଜଣେ ଯୁବକଙ୍କ ଶବ ପୁଲିସ ଉଦ୍ଧାର କରିଛି। ମୃତକ ହେଲେ ଗୋବର୍ଦ୍ଧନ ପଞ୍ଚାୟତ ବାଲିସୁଆଁ ଗ୍ରାମର ଅମିନ ନାଏକ ଙ୍କ ପୁଅ ତରଣୀସେନ ନାଏକ(୩୫)। ସେ ଗତ ୨୫ତାରିଖ ସକାଳ ୯ଟାରୁ ନଦୀକୁ ଗାଧୋଇବାକୁ ଆସି ଆଉ ଘରକୁ ଫେରିନଥିଲେ।ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରି ନପାରିବାରୁ ଚିନ୍ତିତ ଥିଲେ। ଆଜି ପୋଲ ନିକଟରେ ତାଙ୍କର ଶବ ଭାସୁଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। 

ଘଟଣା ସ୍ଥଳରେ ସଦର ଥାନା ଏସ୍ ଆଇ ମାନସ ରଞ୍ଜନ ପଣ୍ତା ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ୪୯/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଆଜି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାସ୍ତର କରାଯାଇଛି।

dead

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe