୧୪ ଘଣ୍ଟା ପରେ ନଦୀରୁ ଉଦ୍ଧାର ହେଲା ଯୁବକଙ୍କର ମୃତଦେହ

Advertisment

ଓସ୍ତାଲି ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଯୁବକ ମୃତ। ୧୪ ଘଣ୍ଟା ପରେ ନଦୀରୁ ଉଦ୍ଧାର ହେଲା ମୃତଦେହ। ସୁନ୍ଦରଗଡ଼ ଧରୁଆଡ଼ିହି ଥାନା ଓସ୍ତାଲି ନଦୀର ପ୍ରଖର ଶ୍ରୋତରେ ଭାସିଗଲେ ଯୁବକ। ଯୁବକ ଜଣକ ହେଲେ ବିରିବିରା ଗାଁର ହରେକୃଷ୍ଣ ଧରୁଆ।

ଓସ୍ତାଲି ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଯୁବକ ମୃତ। ୧୪ ଘଣ୍ଟା ପରେ ନଦୀରୁ ଉଦ୍ଧାର ହେଲା ମୃତଦେହ। ସୁନ୍ଦରଗଡ଼ ଧରୁଆଡ଼ିହି ଥାନା ଓସ୍ତାଲି ନଦୀର ପ୍ରଖର ଶ୍ରୋତରେ ଭାସିଗଲେ ଯୁବକ। ଯୁବକ ଜଣକ ହେଲେ ବିରିବିରା ଗାଁର ହରେକୃଷ୍ଣ ଧରୁଆ।

sbgt

ସୁନ୍ଦରଗଡ଼: ଓସ୍ତାଲି ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଯୁବକ ମୃତ। ୧୪ ଘଣ୍ଟା ପରେ ନଦୀରୁ ଉଦ୍ଧାର ହେଲା ମୃତଦେହ।
ସୁନ୍ଦରଗଡ଼ ଧରୁଆଡ଼ିହି ଥାନା ଓସ୍ତାଲି ନଦୀର ପ୍ରଖର ଶ୍ରୋତରେ ଭାସିଗଲେ ଯୁବକ। ଯୁବକ ଜଣକ ହେଲେ ବିରିବିରା ଗାଁର ହରେକୃଷ୍ଣ ଧରୁଆ।

ଗତକାଲି ସନ୍ଧ୍ୟାରେ ନଦୀକୁ ଯାଇଥିବା ବେଳେ ବିରିବିରା ଗାଁର ହରେକୃଷ୍ଣ ଧରୁଆ ଆଉ ଘରକୁ ଫେରିନଥିଲେ। ଘର ଲୋକ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା। ଆଜି ସକାଳୁ ଅଗ୍ନିଶମ ବିଭାଗ ପୁନଶ୍ଚ ଖୋଜାଖୋଜି କଲା ବେଳକୁ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି। ସ୍ରୋତ ପ୍ରଖର ଥିବାରୁ ଯୁବକ ଜଣକ ଭାସି ଯାଇଥିବା ଜଣାପଡିଛି। ପୁଲିସ ମୃତଦେହକୁ ଉଦ୍ଧାର କରିଛି। 

ଗତକାଲି ସନ୍ଧ୍ୟାରେ ନଦୀକୁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ। ଘର ଲୋକ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା। ଆଜି ସକାଳୁ ଅଗ୍ନିଶମ ବିଭାଗ ପୁନଶ୍ଚ ଖୋଜାଖୋଜି କଲା ବେଳକୁ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି। ସ୍ରୋତ ପ୍ରଖର ଥିବାରୁ ଯୁବକ ଜଣକ ଭାସି ଯାଇଥିବା ଜଣାପଡିଛି। ପୁଲିସ ମୃତଦେହକୁ ଉଦ୍ଧାର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe