ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ

Advertisment

ବାମେବାରି ଥାନା ଜୁରୁଡ଼ି ଅ।ପ।ହ।ତୁ ରେଳ ଧ।ରଣାରୁ ଜଣେ ଯୁବକଙ୍କ ମୃତଦେହ ଠାବ, ହୋଇଛି। ହତ୍ୟା ସନ୍ଦେହ। ମୃତ ଯୁବକଙ୍କର ନାମ ପେଟୁ କାରୁଆ (୨୨)।

ବାମେବାରି ଥାନା ଜୁରୁଡ଼ି ଅ।ପ।ହ।ତୁ ରେଳ ଧ।ରଣାରୁ ଜଣେ ଯୁବକଙ୍କ ମୃତଦେହ ଠାବ, ହୋଇଛି। ହତ୍ୟା ସନ୍ଦେହ। ମୃତ ଯୁବକଙ୍କର ନାମ ପେଟୁ କାରୁଆ (୨୨)।

rail1

ଯୋଡ଼ା: ବାମେବାରି ଥାନା ଜୁରୁଡ଼ି ଅ।ପ।ହ।ତୁ ରେଳ ଧ।ରଣାରୁ ଜଣେ ଯୁବକଙ୍କ ମୃତଦେହ ଠାବ, ହୋଇଛି। ହତ୍ୟା ସନ୍ଦେହ। ମୃତ ଯୁବକଙ୍କର ନାମ ପେଟୁ କାରୁଆ (୨୨)। ତାଙ୍କ ଘର ସ୍ଥାନୀୟ ନିଉ କ୍ୟାମ୍ପରେ ବୋଲି ଜଣାପଡିଛି। ଘଟଣା ସ୍ଥଳରେ ରେଳବାଇ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe