ମିଳିଲା ନିଖୋଜ ମହିଳାଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ନାଉଗାଁ ଦେବୀଦୋଳ ନିକଟରେ ଗଛରେ ମହିଳାଙ୍କ ଝୁଲନ୍ତା ଶବ ଦେଖିବାକୁ ମିଳିଛି। ଏନେଇ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର। ମୃତ ମହିଳା ହେଲେ ନିମାପଡ଼ା ଚାଉଳିଆବସ୍ତାର ନବଘନ ସାହୁଙ୍କ ପତ୍ନୀ ବବିତା ସାହୁ।

sa

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ନାଉଗାଁ ଦେବୀଦୋଳ ନିକଟରେ ଗଛରେ ମହିଳାଙ୍କ ଝୁଲନ୍ତା ଶବ ଦେଖିବାକୁ ମିଳିଛି। ଏନେଇ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର।
ମୃତ ମହିଳା ହେଲେ ନିମାପଡ଼ା ଚାଉଳିଆବସ୍ତାର ନବଘନ ସାହୁଙ୍କ ପତ୍ନୀ ବବିତା ସାହୁ।

ଜଗତସିଂହପୁର ଜିଲ୍ଲା ନାଉଗାଁ ଦେବୀଦୋଳ ନିକଟରେ ଗଛରେ ମହିଳାଙ୍କ ଝୁଲନ୍ତା ଶବ ଦେଖିବାକୁ ମିଳିଛି। ଏନେଇ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର।
ମୃତ ମହିଳା ହେଲେ ନିମାପଡ଼ା ଚାଉଳିଆବସ୍ତାର ନବଘନ ସାହୁଙ୍କ ପତ୍ନୀ ବବିତା ସାହୁ। ବବିତା  ଗତ ଦୁଇ ଦିନ ତଳେ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ହତ୍ୟା କରା ଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ବବିତା ସାହୁ ଗତ ଦୁଇ ଦିନ ତଳେ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ହତ୍ୟା କରା ଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ୫ ବର୍ଷ ତଳେ ବିବାହ ହୋଇଥିଲା। ତାଙ୍କର ଏକ ୪ ବର୍ଷର ପୁଅ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe