ଜଙ୍ଗଲୀ ହରିଣକୁ ସୁରକ୍ଷିତ ଉଦ୍ଧାର କଲେ ଗ୍ରାମବାସୀ

Advertisment

ରବିବାର ସକାଳ ୭ଟା ସମୟରେ ବୌଦ୍ଧ ବ୍ଲକ କମିରା ଗ୍ରାମ ନିକଟରେ ବୁଲୁଥିବା ଏକ ଜଙ୍ଗଲୀ ହରିଣକୁ ଦେଖିବା ପରେ ତାକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି ଗ୍ରାମବାସୀ l ଏ ସମ୍ପର୍କରେ ବନ ବିଭାଗକୁ ଖବର ସରପଞ୍ଚ ଖବର ଦେଇଥିବା ସୂଚନା ମିଳିଛି।

ରବିବାର ସକାଳ ୭ଟା ସମୟରେ ବୌଦ୍ଧ ବ୍ଲକ କମିରା ଗ୍ରାମ ନିକଟରେ ବୁଲୁଥିବା ଏକ ଜଙ୍ଗଲୀ ହରିଣକୁ ଦେଖିବା ପରେ ତାକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି ଗ୍ରାମବାସୀ l ଏ ସମ୍ପର୍କରେ ବନ ବିଭାଗକୁ ଖବର ସରପଞ୍ଚ ଖବର ଦେଇଥିବା ସୂଚନା ମିଳିଛି।

କୁକୁର କାମୁଡ଼ାରେ ଛୁଆ ହରିଣ ମୃତ

ଜହ୍ନ।ପଙ୍କ: ରବିବାର ସକାଳ ୭ଟା ସମୟରେ ବୌଦ୍ଧ ବ୍ଲକ କମିରା ଗ୍ରାମ ନିକଟରେ ବୁଲୁଥିବା ଏକ ଜଙ୍ଗଲୀ ହରିଣକୁ ଦେଖିବା ପରେ ତାକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି ଗ୍ରାମବାସୀ l

ଆଜି ସକାଳେ ଗ୍ରାମ ନିକଟରେ ଏକ ଜଙ୍ଗଲୀ ହରିଣ ବୁଲୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେl କୁକୁର କିମ୍ବା ଅନ୍ୟ କୌଣସି ହିଂସ୍ରଜନ୍ତୁଙ୍କ କବଳରୁ ରକ୍ଷା କରିବା ପାଇଁ ସରପଞ୍ଚ ସୁମନ୍ତ ନାଏକଙ୍କ ନେତୃତ୍ବରେ ଗ୍ରାମବାସୀ ହରିଣକୁ ଉଦ୍ଧାର କରିଥିଲେl ଏ ସମ୍ପର୍କରେ ବନ ବିଭାଗକୁ ଖବର ସରପଞ୍ଚ ଖବର ଦେଇଥିବା ସୂଚନା ମିଳିଛିl  ଜଙ୍ଗଲରେ ଖରାଦିନେ ପାଣି ଅଭାବ ଯୋଗୁଁ ପାଣି ଅନ୍ବେଷଣରେ ହରିଣ ଗାଆଁ ନିକଟକୁ ଚାଲି ଆସିଥିବା ଆଲୋଚନା ହେଉଛି |

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଗ୍ରାମ ନିକଟରେ ଏକ ଜଙ୍ଗଲୀ ହରିଣ ବୁଲୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେl କୁକୁର କିମ୍ବା ଅନ୍ୟ କୌଣସି ହିଂସ୍ରଜନ୍ତୁଙ୍କ କବଳରୁ ରକ୍ଷା କରିବା ପାଇଁ ସରପଞ୍ଚ ସୁମନ୍ତ ନାଏକଙ୍କ ନେତୃତ୍ବରେ ଗ୍ରାମବାସୀ ହରିଣକୁ ଉଦ୍ଧାର କରିଥିଲେl ଏ ସମ୍ପର୍କରେ ବନ ବିଭାଗକୁ ଖବର ସରପଞ୍ଚ ଖବର ଦେଇଥିବା ସୂଚନା ମିଳିଛିl  ଜଙ୍ଗଲରେ ଖରାଦିନେ ପାଣି ଅଭାବ ଯୋଗୁଁ ପାଣି ଅନ୍ବେଷଣରେ ହରିଣ ଗାଆଁ ନିକଟକୁ ଚାଲି ଆସିଥିବା ଆଲୋଚନା ହେଉଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe