ଗାଡ଼ି ଧକ୍କାରେ ଯୁବକ ମୃତ: କ୍ଷତିପୂରଣ ଦାବି,  ୧୪ ଘଣ୍ଟା ହେଲା ରାସ୍ତାରେ ପଡ଼ିଛି ଶବ

Advertisment
sକ

ସୁନ୍ଦରଗଡ:୧୨ ଘଣ୍ଟାରୁ ଅଧିକ ସମୟ ହେବ ରାସ୍ତାରେ ପଡ଼ିଛି ଯୁବକଙ୍କ ମୃତଦେହ। ମିକ୍ସର ମେସିନ  ଧକ୍କାରେ ଯୁବକଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ପରିବାର ଲୋକେ ଶବକୁ ଉଠାଇ ନାହାନ୍ତି। ପୁଲିସ ଆସି ବୁଝାସୁଝା କରିଥିଲେ ବି  ପରିବାରର ଶୁଣି ନାହାନ୍ତି। ଘଟଣାଟି ଘଟିଛି ଧୁରୁଆଡ଼ିହି ଥାନା ଚମ୍ପାପଡ଼ା ରାସ୍ତାରେ।  

ଗତକାଲି ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ ସନ୍ତୋଷ ସୁନାନି ନାମକ ଜଣେ ଯୁବକର ମୃତ୍ୟୁ ଘଟିଥିଲା। ଉପଯୁକ୍ତ ତଦନ୍ତ ସହ କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe