ପ୍ରୟାଗରାଜ ମହାକୁମ୍ଭ ପାଇଁ ଜୟପୁରରୁ ସରକାରୀ ବସ ଚଳାଚଳ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧପତ୍ର

Advertisment

ଜୟପୁରରୁ ପ୍ରୟାଗରାଜ ମହାକୁମ୍ଭକୁ ସରକାରୀ ଭଲବୋ ବସ ଚଳାଚଳ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାର ବିଭିନ୍ନ ବର୍ଗର ଶ୍ରଦ୍ଧାଳୁ ଭକ୍ତ। ଆଜି ଜିଲ୍ଲାପାଳ ଭି.କୀର୍ତ୍ତିୱାସନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏମାନେ ଏକ ଅନୁରୋଧପତ୍ର ଦେଇଥିଲେ।

Updated On

ଜୟପୁରରୁ ପ୍ରୟାଗରାଜ ମହାକୁମ୍ଭକୁ ସରକାରୀ ଭଲବୋ ବସ ଚଳାଚଳ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାର ବିଭିନ୍ନ ବର୍ଗର ଶ୍ରଦ୍ଧାଳୁ ଭକ୍ତ। ଆଜି ଜିଲ୍ଲାପାଳ ଭି.କୀର୍ତ୍ତିୱାସନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏମାନେ ଏକ ଅନୁରୋଧପତ୍ର ଦେଇଥିଲେ।

ଅଦ୍ୟତନ ହୋଇଛି
Electric double decker bus

Electric double decker bus

କୋରାପୁଟ: ଜୟପୁରରୁ ପ୍ରୟାଗରାଜ ମହାକୁମ୍ଭକୁ ସରକାରୀ ଭଲବୋ ବସ ଚଳାଚଳ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାର ବିଭିନ୍ନ ବର୍ଗର ଶ୍ରଦ୍ଧାଳୁ ଭକ୍ତ। ଆଜି ଜିଲ୍ଲାପାଳ ଭି.କୀର୍ତ୍ତିୱାସନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏମାନେ ଏକ ଅନୁରୋଧପତ୍ର ଦେଇଥିଲେ। ଜିଲ୍ଲାପାଳ ଏହାକୁ ଗ୍ରହଣ କରି ରାଜ୍ୟ ସଡକ ପରିବହନ ନିଗମକୁ ଅବଗତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଥିବା ସୂଚନା ମିଳିଛି।

ପ୍ରୟାଗରାଜରେ ମହାକୁମ୍ଭ ୧୪୪ବର୍ଷ ପରେ ଜାରୀ ରହିଛି। ଅବିଭକ୍ତ କୋରାପୁଟ ଜିଲ୍ଲାବାସୀ ସିଧାସଳଖ ଭାବେ ଏହି ମହାକୁମ୍ଭରେ ଅଂଶ ଗ୍ରହଣ କରି ସାନିଧ୍ୟ ଲାଭ କରିବାକୁ ଇଛୁକ। ତେବେ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ସେଭଳି କିଛି ସୁବିଧା ନଥିବାରୁ ଶ୍ରଦ୍ଧାଳୁ , ମାନସିକଧାରୀ  ଭକ୍ତମାନେ  ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି। ସମ୍ପ୍ରତି ରାଜ୍ୟ ସରକାର ବିଭିନ୍ନ ସହରରୁ ସରକାରୀ ଭଲବୋ ବସ ଚଳାଚଳ ଆରମ୍ଭ କରିଛନ୍ତି।

ପ୍ରୟାଗରାଜରେ ମହାକୁମ୍ଭ ୧୪୪ବର୍ଷ ପରେ ଜାରୀ ରହିଛି। ଅବିଭକ୍ତ କୋରାପୁଟ ଜିଲ୍ଲାବାସୀ ସିଧାସଳଖ ଭାବେ ଏହି ମହାକୁମ୍ଭରେ ଅଂଶ ଗ୍ରହଣ କରି ସାନିଧ୍ୟ ଲାଭ କରିବାକୁ ଇଛୁକ। ତେବେ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ସେଭଳି କିଛି ସୁବିଧା ନଥିବାରୁ ଶ୍ରଦ୍ଧାଳୁ , ମାନସିକଧାରୀ  ଭକ୍ତମାନେ  ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି। ସମ୍ପ୍ରତି ରାଜ୍ୟ ସରକାର ବିଭିନ୍ନ ସହରରୁ ସରକାରୀ ଭଲବୋ ବସ ଚଳାଚଳ ଆରମ୍ଭ କରିଛନ୍ତି। ଏହି କ୍ରମରେ ଜୟପୁରରୁ ପ୍ରୟାଗରାଜକୁ ବସ ଚଳାଚଳ କଲେ ଅବିଭକ୍ତ କୋରାପୁଟ ଜିଲ୍ଲାବାସୀ ଉପକୃତ ହୋଇ ପାରିବେ ବୋଲି ଅନୁରୋଧ କରିଛନ୍ତି  ସୁଧାଂଶୁ ଶେଖର ଜେନା, କୃଷ୍ଣ କେଶବ ଷଡଙ୍ଗୀ, ଏ.ଦୁର୍ଗାପ୍ରସାଦ, ଅରୁଣ ସାହୁ, ବିଜୟ ମିଶ୍ର, ମହିପାଲ ସିଂ, ଚିରଜିଂବୀ ପାତ୍ର, ରାଧାନାଥ ପଟ୍ଟନାୟକ, ଜଗନ୍ନାଥ ପାତ୍ର। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe