ଓଡ଼ିଶା ପ୍ରାଥମିକ ଶିକ୍ଷକ ଭି(ଏ) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର,

Advertisment

ବାମନଘାଟି ଉପଖଣ୍ଡ ବିଜାତଳା ବିଇଓ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଓଡ଼ିଶା ପ୍ରାଥମିକ ଶିକ୍ଷକ ଭି(ଏ) ସଙ୍ଗଠନ, ବ୍ଲକ ଶାଖାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ସଙ୍ଗଠନ ତରଫରୁ ବିଇଓ ନେପାଳ ମୁଣ୍ଡାଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛିl

ବାମନଘାଟି ଉପଖଣ୍ଡ ବିଜାତଳା ବିଇଓ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଓଡ଼ିଶା ପ୍ରାଥମିକ ଶିକ୍ଷକ ଭି(ଏ) ସଙ୍ଗଠନ, ବ୍ଲକ ଶାଖାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ସଙ୍ଗଠନ ତରଫରୁ ବିଇଓ ନେପାଳ ମୁଣ୍ଡାଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛିl

IMG-20241108-WA0001
ରାଇରଙ୍ଗପୁର/ବିଜାତଳା: ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ବିଜାତଳା ବିଇଓ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଓଡ଼ିଶା ପ୍ରାଥମିକ ଶିକ୍ଷକ ଭି(ଏ) ସଙ୍ଗଠନ, ବ୍ଲକ ଶାଖାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ସଙ୍ଗଠନ ତରଫରୁ ବିଇଓ ନେପାଳ ମୁଣ୍ଡାଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛିl ଦାବିରେ ପ୍ରାଥମିକ ଶିକ୍ଷକ ଭି(ଏ)ବର୍ଗକୁ ମୂଳ ଗ୍ରେଡ଼ ପେ ୪୨୦୦ଟଙ୍କା ପ୍ରଦାନ ରହିଛି l କାର୍ଯ୍ୟକ୍ରମରେ ସ୍ଥାନୀୟ ବିଇଓ ଶ୍ରୀଯୁକ୍ତ ମୁଣ୍ଡାଙ୍କ ସମେତ କୁସୁମୀ ବ୍ଲକ ବିଇଓ କପିଳେନ୍ଦ୍ର ଦାସ ଓ ରରୁଆଁ ବ୍ଲକ ବିଇଓ ସୁରେଶ ଚନ୍ଦ୍ର ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l ସଭାରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଓ ଭି(ଏ)ସଙ୍ଗଠନର କାର୍ଯ୍ୟଧାରା ଉପରେ ଆଲୋଚନା ହୋଇଥିଲା l

ସଙ୍ଗଠନ ତରଫରୁ ବିଇଓ ନେପାଳ ମୁଣ୍ଡାଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛିl ଦାବିରେ ପ୍ରାଥମିକ ଶିକ୍ଷକ ଭି(ଏ)ବର୍ଗକୁ ମୂଳ ଗ୍ରେଡ଼ ପେ ୪୨୦୦ଟଙ୍କା ପ୍ରଦାନ ରହିଛି l

ସରକାର ଏହି ଏକ ମାତ୍ର ନ୍ୟାର୍ଯ୍ୟ ଦାବି ନମାନିଲେ ସଙ୍ଗଠନ ତରଫରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଶିକ୍ଷକ ସଂଗଠକ ମାନେ ଦୃଢ଼ ମତ ଉପସ୍ଥାପନ କରିଥିଲେ l ସଙ୍ଗଠନର ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା l ଶିକ୍ଷକ ଭବାନୀ ଶଙ୍କର ଗିରି,ଚନ୍ଦ୍ରକାନ୍ତ ପଣ୍ଡା,ଦିବ୍ୟଲୋଚନ ଗିରି, ରାଧା ମୋହନ ନାଏକ, ନିରଞ୍ଜନ ଗିରି, ରଜନୀକାନ୍ତ ମହାନ୍ତି, ଲକ୍ଷ୍ମୀଧର ମହାନ୍ତ,ଶିବ ମହାନ୍ତ, ବିମଳ ଜେନା,ବିଶ୍ୱରଂଜନ ପ୍ରତିହାରୀ,ଅଜୟ ଗିରି,କସ୍ତୁରୀ ମହାନ୍ତ, ବିଜୟାଲକ୍ଷ୍ମୀ ପ୍ରଧାନ,ପ୍ରଭାସିନୀ ଗିରି ଓ ସୁପ୍ରଭା ମହାନ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେl ବ୍ଲକରେ କାର୍ଯ୍ୟରତ ଏହି ବର୍ଗର ବହୁ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ l 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe