ସୋର ତହସିଲ ପକ୍ଷରୁ ଜବରଦଖଲ ଉଚ୍ଛେଦ

Advertisment

ସୋର ପୌରାଞ୍ଚଳ ଅଧୀନ ଉତ୍ତରେଶ୍ୱର ବରଫକଳ ଛକ ନିକଟରୁ ଟିଭିଏସ ସୋ ରୁମ ପର୍ଯ୍ୟନ୍ତ ୮ ଶହ ମିଟର ରାସ୍ତାକଡ଼ରେ  ୧୦ଟି ଦୋକାନ ଗୋଟିଏ ହୋଟେଲ ଓ ନୂତନ ଟିଭିଏସ ସୋରୁମର ସମ୍ମୁଖରେ ସରକାରୀ ଜାଗାକୁ ଜବରଦଖଲ କରାଯାଇଥିଲା।

ସୋର ପୌରାଞ୍ଚଳ ଅଧୀନ ଉତ୍ତରେଶ୍ୱର ବରଫକଳ ଛକ ନିକଟରୁ ଟିଭିଏସ ସୋ ରୁମ ପର୍ଯ୍ୟନ୍ତ ୮ ଶହ ମିଟର ରାସ୍ତାକଡ଼ରେ  ୧୦ଟି ଦୋକାନ ଗୋଟିଏ ହୋଟେଲ ଓ ନୂତନ ଟିଭିଏସ ସୋରୁମର ସମ୍ମୁଖରେ ସରକାରୀ ଜାଗାକୁ ଜବରଦଖଲ କରାଯାଇଥିଲା।

zx

ସୋର: ସୋର ତହସିଲ ପକ୍ଷରୁ ଉତ୍ତରେଶ୍ୱର ନିକଟରେ ହୋଇଥିବା ଜବରଦଖଲକୁ ଉଚ୍ଛେଦ କରାଯାଇଛି। ସୂଚନା ଅନୁସାରେ ସୋର ପୌରାଞ୍ଚଳ ଅଧୀନ ଉତ୍ତରେଶ୍ୱର ବରଫକଳ ଛକ ନିକଟରୁ ଟିଭିଏସ ସୋ ରୁମ ପର୍ଯ୍ୟନ୍ତ ୮ ଶହ ମିଟର ରାସ୍ତାକଡ଼ରେ  ୧୦ଟି ଦୋକାନ ଗୋଟିଏ ହୋଟେଲ ଓ ନୂତନ ଟିଭିଏସ ସୋରୁମର ସମ୍ମୁଖରେ ସରକାରୀ ଜାଗାକୁ ଜବରଦଖଲ କରାଯାଇଥିଲା।

ସୋର ତହସିଲ ପକ୍ଷରୁ ଉତ୍ତରେଶ୍ୱର ନିକଟରେ ହୋଇଥିବା ଜବରଦଖଲକୁ ଉଚ୍ଛେଦ କରାଯାଇଛି। ସୂଚନା ଅନୁସାରେ ସୋର ପୌରାଞ୍ଚଳ ଅଧୀନ ଉତ୍ତରେଶ୍ୱର ବରଫକଳ ଛକ ନିକଟରୁ ଟିଭିଏସ ସୋ ରୁମ ପର୍ଯ୍ୟନ୍ତ ୮ ଶହ ମିଟର ରାସ୍ତାକଡ଼ରେ  ୧୦ଟି ଦୋକାନ ଗୋଟିଏ ହୋଟେଲ ଓ ନୂତନ ଟିଭିଏସ ସୋରୁମର ସମ୍ମୁଖରେ ସରକାରୀ ଜାଗାକୁ ଜବରଦଖଲ କରାଯାଇଥିଲା। ଏନେଇ ସୋର ତହସିଲ ପକ୍ଷରୁ ନୋଟିସ ଜାରି ପରେ ସୋର ଅତିରିକ୍ତ ତହସିଲଦାର ଦୈତାରି ମଳିକ ଓ ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱରଂଜନ ପ୍ରଧାନ ସୋର ପୁଲିସ ସହାୟତାରେ ଏହି ଜବରଦଖଲକୁ ଉଚ୍ଛେଦ କରିଥିଲେ।

ଏନେଇ ସୋର ତହସିଲ ପକ୍ଷରୁ ନୋଟିସ ଜାରି ପରେ ସୋର ଅତିରିକ୍ତ ତହସିଲଦାର ଦୈତାରି ମଳିକ ଓ ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱରଂଜନ ପ୍ରଧାନ ସୋର ପୁଲିସ ସହାୟତାରେ ଏହି ଜବରଦଖଲକୁ ଉଚ୍ଛେଦ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe