ତିନି ଦିନର ଲଗାଣ ବର୍ଷା ପରେ ବଦଳିଲା ପାଗ: ସୁନ୍ଦରଗଡ଼ରେ ଘନ କୁହୁଡ଼ି

Advertisment

୩ ଦିନର ଲଗାଣ ବର୍ଷା ପରେ ଆଜି ସୁନ୍ଦରଗଡ଼ରେ  ବଦଳିଛି ପାଗ। ସୁନ୍ଦରଗଡ଼ରେ ଘନ କୁହୁଡି ଦେଖିବାକୁ ମିଳିଛି। ପାଣିପାଗରେ ପରିବର୍ତ୍ତନ ହେବା ଫଳରେ ଏପରି କୁହୁଡ଼ି ଦେଖାଦେଇଛି। କୁହୁଡ଼ି ଏତେ ଘନ ଅଛି ୧୦-୧୫  ଫୁଟ ଆଗକୁ କିଛି ଦେଖାଯାଉନାହିଁ।

୩ ଦିନର ଲଗାଣ ବର୍ଷା ପରେ ଆଜି ସୁନ୍ଦରଗଡ଼ରେ  ବଦଳିଛି ପାଗ। ସୁନ୍ଦରଗଡ଼ରେ ଘନ କୁହୁଡି ଦେଖିବାକୁ ମିଳିଛି। ପାଣିପାଗରେ ପରିବର୍ତ୍ତନ ହେବା ଫଳରେ ଏପରି କୁହୁଡ଼ି ଦେଖାଦେଇଛି। କୁହୁଡ଼ି ଏତେ ଘନ ଅଛି ୧୦-୧୫  ଫୁଟ ଆଗକୁ କିଛି ଦେଖାଯାଉନାହିଁ।

fog3

ସୁନ୍ଦରଗଡ଼:୩ ଦିନର ଲଗାଣ ବର୍ଷା ପରେ ଆଜି ସୁନ୍ଦରଗଡ଼ରେ  ବଦଳିଛି ପାଗ। ସୁନ୍ଦରଗଡ଼ରେ ଘନ କୁହୁଡି ଦେଖିବାକୁ ମିଳିଛି। ପାଣିପାଗରେ ପରିବର୍ତ୍ତନ ହେବା ଫଳରେ ଏପରି କୁହୁଡ଼ି ଦେଖାଦେଇଛି। କୁହୁଡ଼ି ଏତେ ଘନ ଅଛି ୧୦-୧୫  ଫୁଟ ଆଗକୁ କିଛି ଦେଖାଯାଉନାହିଁ। ଗତକାଲି ସନ୍ଧ୍ୟାରୁ ହିଁ ସୁନ୍ଦରଗଡ଼ ରେ କୁହୁଡି ଦେଖାଦେଇଥିବା ବେଳେ ଆଜି ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଫଳରେ କୌଣସି ପାହାଡ଼ିଆ ଅଞ୍ଚଳର ପାଗ ଭଳି ଅନୁଭୂତ ହେଉଛି। ସକାଳୁ ସକାଳୁ ଲୋକେ କୁହୁଡ଼ିର ମଜା ନେଉଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe